ବାତ୍ୟା ପ୍ରଭାବିତ ୩ଟି ଜିଲ୍ଲାରେ ବ୍ୟାଙ୍କ ଛୁଟିକୁ ରାଜ୍ୟ ସରକାରଙ୍କ ବାତିଲ୍
ଭୁବନେଶ୍ୱର : ବାତ୍ୟା ତିତଲି ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ଗଞ୍ଜାମ, ଗଜପତି ଓ ରାୟଗଡା ଆଦି ଜିଲ୍ଲାରେ ରାଜ୍ୟ ସରକାର ସୋମବାର ଦିନ ବ୍ୟାଙ୍କ ଛୁଟି ବାତିଲ କରିଛନ୍ତି ।
ଏନେଇ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ମିଳିଛି ।…