ପୁରୀ ହିଂସାକାଣ୍ଡରେ ସଂଶ୍ଳିଷ୍ଟ ୧୧ ଜଣ ଗିରଫ
ପୁରୀ: ଶ୍ରୀମନ୍ଦିର ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀ ବନ୍ଦ ଡ଼ାକରା ବେଳେ ଘଟିତ ହିଂସାକାଣ୍ଡରେ ସଂଶ୍ଳିଷ୍ଟ ଥିବା ୧୧ଜଣ ଅଭିଯୁକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।
ପୁରୀ ବନ୍ଦ ବେଳେ ଯେଉଁ ବ୍ୟାପକ ପୋଡ଼ାଜଳା, ସରକାରୀ ଅଫିସ ମଧ୍ୟରେ ଭଙ୍ଗାରୁଜା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା…