୫୦ତମ ଦିନିକିଆରେ ଶତକ ମାରିଲେ ଗିଲ
ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଟିମର ଉପଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହା ତାଙ୍କ କ୍ୟାରିୟରର ୭ମ ଶତକ ଥିଲା । ଗିଲ ବିଶ୍ୱ କ୍ରିକେଟର ୫ମ ଖେଳାଳି ଭାବେ ଗୋଟିଏ ସ୍ଥାନରେ (ଅହମ୍ମଦାବାଦ) ସମସ୍ତ ଫର୍ମାଟରେ ଶତକ ହାସଲ କରିବା ଗୌରବ…