ବନ୍ଦ ହୋଇନି ପ୍ରୟାଗରାଜ ରେଳଷ୍ଟେସନ, ଗୁଜବରୁ ଦୂରେଇ ରୁହନ୍ତୁ: ରେଳ ମନ୍ତ୍ରୀ
ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଜନସମାଗମ ହୋଇଛି। ଭିଡ଼ ଏତେ ଅଧିକ ଥିଲା ଯେ ସାରା ସହରରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା।
ଯାହା ଫଳରେ ପ୍ରୟାଗରାଜର ସଙ୍ଗମ ରେଳ ଷ୍ଟେସନକୁ ମଧ୍ୟ ପ୍ରବଳ ଭିଡ଼ ଯୋଗୁଁ ବନ୍ଦ କରିଦିଆଯାଇଥିଲା। ଏସମ୍ପର୍କରେ ରେଳମନ୍ତ୍ରୀ…