Latest Odisha News

BREAKING NEWS

୭୩ତମ ସର୍ବଭାରତୀୟ ହକି ଚାମ୍ପିୟନସିପ ପାଇଁ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୦୭ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ରାଜ୍ୟ ପୋଲିସ ମୁଖ୍ୟ…

ପକ୍ଷୀ ପ୍ରେମୀଙ୍କ ପାଇଁ ଖୁସି ଖବର, ୩୦ ବର୍ଷ ପରେ ଏହି ସ୍ଥାନରେ ଦେଖାଗଲେ ଶାଗୁଣା ପଲ

ଧାମପୁର: ପକ୍ଷୀ ତଥା ପରିବେଶ ପ୍ରେମୀଙ୍କ ପାଇଁ ଖୁସି ଖବର । ଦୀର୍ଘ ୩୦ ବର୍ଷ ପରେ ଏହି ଅଂଚଳରେ ଶାଗୁଣା ପଲ ଦେଖିବାକୁ ମିଳିଛନ୍ତି । ଅମାନଗଢ଼ ରିଜର୍ଭ ଫରେଷ୍ଟ ବ୍ୟତୀତ ଅନ୍ୟ ସ୍ଥାନରେ ମଧ୍ୟ ଏମାନଙ୍କୁ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ୧୦୦ରୁ ଅଧିକ ଶାଗୁଣାଙ୍କୁ ଏକତ୍ର ଦେଖିବାକୁ…

ବିନା କ୍ୟାମେରା ଅନ୍‌ କରି ଉଠାଇପାରିବେ ହ୍ବାଟ୍ସଆପ୍‌ ଭିଡିଓ କଲ୍‌ !

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ଆଣ୍ଡ୍ରଏଡ୍ (Android)ୟୁଜରଙ୍କ ପାଇଁ ଏକ ନୂତନ ଫିଚର ଆଣିବାକୁ ଯାଉଛି । ଫିଚରଟି ହେଲା, ଭିଡିଓ କଲ୍ ଉଠାଇବା ପୂର୍ବରୁ ହିଁ କ୍ୟାମେରା ବନ୍ଦ କରିବାର ବିକଳ୍ପ ଦେବ । ଏକ ନୂତନ ରିପୋର୍ଟ ଅନୁଯାୟୀ, ଏହି ଫିଚର ବର୍ତ୍ତମାନ ଟେଷ୍ଟିଙ୍ଗ ପର୍ଯ୍ୟାୟରେ ଅଛି ଏବଂ ଏହା…

ମିଛ କହୁଛି ପାକିସ୍ତାନ, ଜାଫର ଏକ୍ସପ୍ରେସର ପାଇଲଟଙ୍କ ଛାତିଥରା ବୟାନ

ନୂଆଦିଲ୍ଲୀ:ପାକିସ୍ତାନରେ ଯାହା ଘଟୁଛି, ତାହା ସାରା ବିଶ୍ବ ଦେଖୁଛି । ବଲୁଚିସ୍ତାନ ଲିବରେସନ୍‌ ଆର୍ମି ଜାଫର୍‌ ଏକ୍ସପ୍ରେସକୁ ହାଇଜାକ୍ କରି ଶାହବାଜ ସରକାର ଓ ପାକିସ୍ତାନ ସରକାରଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛି । ଏହାରି ଭିତରେ ପାକିସ୍ତାନ ମିଛ କହୁଥିବା ଅଭିଯୋଗ ହୋଇଛି । କାରଣ, ଜାଫର୍‌…

ଓଜେଏସ୍‍ ପରୀକ୍ଷାରେ କିଟ୍‍ ଲ ସ୍କୁଲ୍‍ର ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର: ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍‍) ପରୀକ୍ଷାରେ କିଟ୍‍ ଲ ସ୍କୁଲ୍‍ର ୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ପକ୍ଷରୁ ଗୁରୁବାର ଓଜେଏସ୍‍ -୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କିଟ୍ ଲ ସ୍କୁଲ ୩ ଛାତ୍ରଛାତ୍ରୀ…

ଫ୍ରିଜରେ ଥିବା ଅଟା ଚକଟା ବ୍ୟବହାର କରୁଥିଲେ ଭୋଗିବେ ଏହି ଅସୁବିଧା..

ଭୁବନେଶ୍ବର: ଆଜିକାଲି ଲୋକଙ୍କ ପାଖରେ ସମୟର ଅଭାବ ରହୁଛି । ତେଣୁ କିଛିଜଣ ରାତିରେ ଅଟାକୁ ଦଳି ଫ୍ରିଜରେ ରଖନ୍ତି ଏବଂ ପରଦିନ ସେହି ଅଟା ଦଳାରୁ ରୁଟି ତିଆରି କରନ୍ତି । ବାସ୍ତବରେ,ସେହି ଅଟାରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଏହା ବ୍ୟତୀତ, କିଛି ଲୋକ…

ଗୌରୀଙ୍କ ପ୍ରେମରେ ଆମିର ଖାନ; ରିଲେସନସିପକୁ ନେଇ କନଫର୍ମ କଲେ 

ମୁମ୍ବାଇ: ଆମିର ଖାନ ମାର୍ଚ୍ଚ ୧୪ ରେ ତାଙ୍କର ୬୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଦୀର୍ଘ ଦିନର ପ୍ରେମ ସମ୍ପର୍କ ବିଷୟରେ ସ୍ପଷ୍ଟ କରିଛନ୍ତି। ୨୫ ବର୍ଷର ପୁରୁଣା ବନ୍ଧୁ ଗୌରୀଙ୍କ ସହ ସମ୍ପର୍କ ଥିବା ନେଇ ସମସ୍ତଙ୍କ ସାମ୍ନାରେ ଖୁଲାସା…

ଆଇପିଏଲରୁ ବାସନ୍ଦ ହେଲେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଆରମ୍ଭ ହେବା ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ହ୍ୟାରୀ ବ୍ରୁକ ଏଥିରୁ ଓହରି ଯାଇଥିଲେ । ଇଂଲଣ୍ଡର ଏହି ୨୬ ବର୍ଷୀୟ ଖେଳାଳି ଆଗକୁ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ଏହି ନିଷ୍ପତି ନେଇଥିଲେ । ଦେଶ ପକ୍ଷରୁ ଖେଳିବାକୁ ପ୍ରାଥମିକତା ଦେଇ ସେ…

ହୋଲିରେ ଛୁଟି ନେଇପାରିବେନି ସରକାରୀ ଅଧିକାରୀ

ଭଦ୍ରକ: ଆଇନ ଶୃଙ୍ଖଳା ତଥା କୌଣସି ଅପ୍ରିତିକର ସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଦୋଳ ଏବଂ ହୋଲି ପର୍ବ ପାଇଁ ଅଧିକାରୀଙ୍କ ଛୁଟି ବାତିଲ କରିଛି। ଜିଲ୍ଲାପାଳ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିବା ସହ ଏହି ପର୍ବରେ ମୁଖ୍ୟାଳୟରେ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ…

ଆଇଆରବି କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ରୋକ ​​

କଟକ: ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) ବାଟାଲିୟନ କନଷ୍ଟେବଳ ସୀପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ । ବୟସ ଯୋଗ୍ୟତା ଦୃଷ୍ଟିରୁ ଏହି ରୋକ ଲଗାଇଲେ ହାଇକୋର୍ଟ । ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା, କିନ୍ତୁ ଅନ୍ୟାଦେଶ…