Latest Odisha News

BREAKING NEWS

ଆକ୍ରମଣ ଦିନର ଘଟଣା ସମ୍ପର୍କରେ ବଖାଣିଲେ ସୈଫ୍… 

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲ। ଦୀର୍ଘ ଦିନ ପରେ ସୈଫ୍ ନିଜେ ଜାନୁଆରୀ ୧୬ ତାରିଖରେ ମୁମ୍ବାଇସ୍ଥିତ ଘରେ ଘଟିଥିବା ସେହି ଭୟଙ୍କର ଦୃଶ୍ୟ ସମ୍ପର୍କରେ ବଖାଣିଛନ୍ତି। ଅଭିନେତା ଜଣକ କହିଛନ୍ତି ଯେ ଆକ୍ରମଣକାରୀମାନେ…

ନୀତିଶଙ୍କ ଚିନ୍ତା ବଢାଇବ କି ଦିଲ୍ଲୀ ଫଳାଫଳ?

ନୂଆଦିଲ୍ଲୀ: ଦିଲ୍ଲୀ ଜିତିବା ପରେ ଜୋଶରେ ବିଜେପି । ଏବେ ପରବର୍ତ୍ତୀ ଟାର୍ଗେଟ୍ ବିହାର । ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀ ପରେ ବିହାରରେ ପଦ୍ମ ଫୁଟାଇବାକୁ କମର କଷିଲେଣି ବିଜେପି ନେତା । ଚଳିତ ବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଦିଲ୍ଲୀ ନିର୍ବାଚନ ଫଳ…

ନବବଧୂଙ୍କ ସଂନ୍ଦେହ ଜନକ ମୃତ୍ୟୁ, ଯୌତୁକ ଜନିତ ହତ୍ୟା ଅଭିଯୋଗ

ଗୁଣୁପୁର: ଗୁଣୁପୁର ଥାନା ଅନ୍ତର୍ଗତ ଗଣେଷ ବିହାର ଠାରେ ଭଡାଟିଆ ଘରେ ନବବଧୂଙ୍କ ସଂନ୍ଦେହ ଜନକ ମୃତ୍ୟ ହୋଇଛି । ମୃତକ ହେଲେ ରଶ୍ମୀ ରଂଞ୍ଜନୀ ବଡକୁମାର । ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କର ବାପା କୁଞ୍ଜ ବିହାରୀ ବଡକୁମାର । ୮ ମାସ ତଳେ ଜଣେ ପୋଲିସ କନେଷ୍ଟବଳଙ୍କୁ ବିବାହ…

ଆଇସିସି ଚାମ୍ପିଅନ୍ସ ଟ୍ରଫି; ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହେବେ ସାମରିକ ଏବଂ ଅର୍ଦ୍ଧସାମରିକ ରେଞ୍ଜର୍ସ

କରାଚି: ଆଇସିସି ଚାମ୍ପିଅନ୍ସ ଟ୍ରଫିର ସୁରକ୍ଷାକୁ କଡାକଡି କରିବା ପାଇଁ ପାକିସ୍ତାନ ସରକାର ସାମରିକ ଏବଂ ଅର୍ଦ୍ଧସାମରିକ ରେଞ୍ଜର୍ସ ମୁତୟନକୁ ଅନୁମତି ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକିସ୍ତାନର ସଂଘୀୟ କ୍ୟାବିନେଟ୍ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଉଚ୍ଚସ୍ତରୀୟ ସୁରକ୍ଷା…

ଭାରତର ଏକ ମାତ୍ର ନଦୀ ଯାହାକୁ ମା’ ନୁହଁ ବରଂ ପିତା କୁହାଯାଏ…

ନୂଆଦିଲ୍ଲୀ: ଭାରତର ସମସ୍ତ ନଦୀକୁ ମାଆର ମାନ୍ୟତା ଦିଆଯାଇଛି, କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଗୋଟିଏ ନଦୀ ଅଛି ଯାହାକୁ 'ମା' ନୁହେଁ ବରଂ 'ପିତା' କୁହାଯାଏ? ଏହି ନଦୀକୁ ନାରୀ ରୂପରେ ନୁହଁ, ବରଂ ପୁରୁଷ ରୂପରେ ପୂଜା କରାଯାଏ । ମୋଟାମୋଟି ଭାବେ କହିବାକୁ ଗଲେ ଏହି ନଦୀକୁ ଦେବତା ବୋଲି…

ଦିଲ୍ଲୀ ହାରିବା ପରେ ଏବେ ଆପକୁ ଘାରିଛି ପଞ୍ଜାବ ଚିନ୍ତା

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କ ହାତରୁ ଖସିଯାଇଛି ଦିଲ୍ଲୀ ଶାସନ । ଯାହା କେବେ କେଜ୍ରିଓ୍ବାଲ କଳ୍ପନା ବି କରିନଥିଲେ, ଦିଲ୍ଲୀବାସୀ ତାହା କରିକି ଦେଖାଇଛନ୍ତି । ଚତୁର୍ଥ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା କେଜ୍ରିଓ୍ବାଲଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛନ୍ତି । ଆଉ ଦିଲ୍ଲୀ ଶାସନ ହାତରୁ ଯିବା…

ମାଓବାଦୀଙ୍କୁ ନେଇ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି

ମାଲକାନଗିରି: ଧ୍ବଂସ ହେଉଛି ମାଓଗଡ଼। ଗତକାଲି ୩୧ ମାଓବାଦୀଙ୍କ ନିପାତ ପରେ ଆହୁରି ଜୋରଦାର କରାଯାଇଛି ଅପରେସନ। ତେବେ ଏନେଇ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଏହି ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ହୋଇଛନ୍ତି ଅଧିକ ଫୋର୍ସ। ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଅପରେସନ୍…

FIH ପ୍ରୋ ଲିଗ୍: ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ସ୍ପେନର ଉଭୟ ପୁରୁଷ ଓ ମହିଳା ଦଳ

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଅତିଥି ଦଳମାନେ ଭୁବନେଶ୍ବର ପହଞ୍ଚୁଛନ୍ତି । ଆଜି (ସୋମବାର)  ସ୍ପେନର ଉଭୟ ପୁରୁଷ ଏବଂ ମହିଳା ଦଳ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍…

ତୁମ ଅହଙ୍କାର ଶୌଚାଳୟରେ ଭାସିଗଲା; ଜେଲରୁ କେଜ୍ରିୱାଲଙ୍କୁ ଏଭଳି ଚିଠି ଲେଖିଲା ଠକ ସୁକେଶ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଆମ ଆଦମୀ ପାର୍ଟି (ଆପ୍) ସଂଯୋଜକ ଏବଂ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଛି ଠକ ସୁକେଶ ଚନ୍ଦ୍ରଶେଖର। ଯେଉଁଥିରେ ସେ କେଜ୍ରିୱାଲଙ୍କୁ ତାଚ୍ଛଲ୍ୟ କରିବା ସହ ଦିଲ୍ଲୀରେ ଆପର ପରାଜୟ ପାଇଁ…

‘ବନ୍ଧୁ ଟ୍ରମ୍ପଙ୍କୁ ଭେଟିବା ଅପେକ୍ଷାରେ ଅଛି’, ଆମେରିକା ଗସ୍ତ ପୂର୍ବରୁ କହିଲେ ମୋଦି

ନୂଆଦିଲ୍ଲୀ: ଆମେରିକା ଏବଂ ଫ୍ରାନ୍ସ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ମୋଦି ଆଜି ଫ୍ରାନ୍ସ ଏବଂ ଆମେରିକାର ଏକ ଉଚ୍ଚସ୍ତରୀୟ ଚାରି ଦିନିଆ ଗସ୍ତରେ ବାହାରିଯାଇଛନ୍ତି । ଏନେଇ ନିଜ ପ୍ରସ୍ଥାନ ବିବୃତ୍ତିରେ ସେ କହିଛନ୍ତି, ଯେ ସେ ତାଙ୍କ ସାଙ୍ଗଙ୍କୁ ଭେଟିବାକୁ…