Latest Odisha News

BREAKING NEWS

କାହିଁକି ଧଳା କୋଟରେ ରୋହିତ ବାହିନୀ?

ନୂଆଦିଲ୍ଲୀ: ରୋମାଞ୍ଚକର ମ୍ୟାଚରେ ଚାମ୍ପିୟନ୍ ହୋଇଛି ଭାରତୀୟ କ୍ରିକେଟ୍ ଦଳ । ଦେଶରେ ଏବେ ଖୁସିର ଲହରୀ ଛାଇଛି । ଦୀର୍ଘ ୨୫ ବର୍ଷର ବଦଲା ପୂରଣ ହୋଇଥିବା ବେଳେ ପୁଣି ୧୨ ବର୍ଷ ପରେ ଘରକୁ ଫେରିଛି ଚାମ୍ପିୟନ୍ସ ଟ୍ରଫି । ରୋହିତ ଶର୍ମାଙ୍କ ନେତୃତ୍ୱରେ, ଦଳ ସୁପର ସଣ୍ଡେରେ ଦୁବାଇ…

ରାଜ୍ୟରେ ବଢୁଛି ନକଲି ଔଷଧ କାରବାର: ଧରାପଡିଲେଣି ୪ ସଂସ୍ଥା

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇଛି ନକଲି ଔଷଧ କାରବାର । ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି । ଗତ ୩ ବର୍ଷ ଭିତରେ ୪ ସଂସ୍ଥାକୁ ତାଲିକାଭୁକ୍ତ କରିଛନ୍ତି ସରକାର । ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।…

IND vs NZ: ରୋହିତ-କୋହଲି ନୁହନ୍ତି, ଇରଫାନ୍ ପଠାନ୍ ଏହି ଖେଳାଳିଙ୍କୁ କହିଲେ ଭାରତର ସଙ୍କଟମୋଚନ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ। ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ 4 ୱିକେଟରେ ହରାଇ ବିଶ୍ୱ ଚାମ୍ପିୟନ ହୋଇଛି। ଫାଇନାଲରେ ଉଭୟ ବୋଲର ଓ ବ୍ୟାଟର ଚମତ୍କାର ପ୍ରଦର୍ଶନ କରିଥିଲେ। । ବିଶେଷକରି କୁଲଦୀପ ଯାଦବଙ୍କ ଦୁଇଟି…

୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା: ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ସ୍ଥିତ ପୋଲିସ ମୁଖ୍ୟାଳୟରେ ୩ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଏସଡିକେ ଡେପୁଟି କମାଣ୍ଡର ଦିଲୀପ । ଏସଡିକେ ଏରିଆ କମିଟି ସଦସ୍ୟ ମଞ୍ଜୁଳା ଏବଂ ବରଗଡ଼ ଏରିଆ କମିଟି ସଦସ୍ୟ ସୁନିତା । ଜଣେ ପୋଲିସ ଅଧିକାରୀ…

ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ, ମଝି ଆକାଶରୁ ଫେରିଲା… 

ମୁମ୍ବାଇ: ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆର ବିମାନକୁ ବୋମା ଧମକ। ବୋମା ଧମକ ପାଇବା ପରେ ବିମାନଟିକୁ ତୁରନ୍ତ ମୁମ୍ବାଇ ବିମାନବନ୍ଦରରେ ପୁନର୍ବାର ଅବତରଣ କରିବାକୁ ପଡିଥିଲା। ଏହି ଘଟଣା ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ଘଟିଛି। ଏୟାର ଇଣ୍ଡିଆର ବିମାନଟି…

ସଂସଦରେ 193 ନୋଟିସ ଦେବ TMC, ଭୋଟର ପରିଚୟପତ୍ର ତ୍ରୁଟିକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ଭୂମିକାକୁ ନେଇ ନୋଟିସ ଦେବ ମମତା ବାନାର୍ଜୀଙ୍କ ଦଳ ଟିଏମସି। ଏନେଇ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, ତିନି ଭୋଟରଙ୍କ ଗୋଟିଏ ଇପିଆଇସି ନମ୍ୱର ରହିଛି, ଯାହା ବେଆଇନ। ସେ କହିଛନ୍ତି, ଏହା ଏକ ଗମ୍ଭୀର ମାମଲା ଓ ଏହାକୁ ତାଙ୍କ ଦଳ ସଂସଦରେ ତୀବ୍ର…

ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ୨୨ଟି ମାମଲା

ଭୁବନେଶ୍ୱର: ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ରହିଛି ୨୨ଟି ଅପରାଧିକ ମାମଲା । ଏଥିସହ ୩୯ଟି ଫୌଜଦାରୀ ମାମଲା ମଧ୍ୟ ରୁଜୁ ହୋଇଛି । ସେହିପରି ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କ ନାଁରେ ରହିଛି ମୋଟ ୧୧୫ଟି ମାମଲା । ଏଥିସହ ବିଧାୟକଙ୍କ ନାଁରେ ୪୧୮ଟି ଫୌଜଦାରୀ ମାମଲା ରୁଜୁ…

ଘରକୁ ଟ୍ରଫି ଆଣିଲେ ସ୍ବାମୀ: ବେବି ବମ୍ପ ସହ ଚିୟର କରୁଥିବାର ନଜର ଆସିଲେ ଆଥିୟା

ମୁମ୍ବାଇ: ପୁଣି ଏକ ଐତିହାସିକ ବିଜୟ ହାସଲ କରିଛି ଭାରତ । ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଘରକୁ ଆଣିଛି । ଯାହାକୁ ନେଇଏବେ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଟିମଙ୍କ ପରିବାରଙ୍କ ସ୍ନେହ ପୂର୍ଣ୍ଣ ପୋଷ୍ଟ ଏବେ ଖୁବ୍ ଭାଇରାଲ ହେଉଛି । ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କ…

ଆଇଫା ଆୱାର୍ଡ: ବେଷ୍ଟ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ, ଶ୍ରେଷ୍ଠ ଫିଲ୍ମ ଲାପତା ଲେଡିଜ୍

ଜୟପୁର: ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମି (ଆଇଫା)ର ଆୱାର୍ଡ ଶୋ ମାର୍ଚ୍ଚ ୮ ଏବଂ ୯ରେ ଜୟପୁରରେ ଅନୁଷ୍ଠିତ ହୋଇଥିଲା। ଶନିବାର ଦିନ ଆଇଫା ଡିଜିଟାଲ୍ ପୁରସ୍କାର ଏବଂ ରବିବାର ଦିନ ଆଇଫା ମେନ୍ ଆୱାର୍ଡର ବିଜେତାମାନଙ୍କ ନାମ ଘୋଷଣା କରାଯାଇଥିଲା। ଯେଉଁଥିରେ ଥିଏଟରରେ ମୁକ୍ତିଲାଭ…

ଚଳିତ ବର୍ଷ ଜାନୁଆରୀ ଥିଲା ଅପରାଧର ମାସ, ଘଟିଛି ସର୍ବାଧିକ ଅପରାଧ

ଭୁବନେଶ୍ଵର: ଚଳିତ ବର୍ଷ ଜାନୁଆରୀ ମାସରେ ରାଜ୍ୟରେ ସର୍ବାଧିକ ଅପରାଧ ଘଟିଛି। ୨୦୨୫ ମସିହାରେ ଅପରାଧର ମାସ ଥିଲା ଜାନୁଆରୀ। ୧୧ଟି ହତ୍ୟା, ୨୦ ଡକାୟତି, ୧୫୦୯ ଚୋରି, ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ, ୭୯ ଯୌନ ନିର୍ଯାତନା ଘଟଣା ଘଟିଛି। ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ…