Latest Odisha News

BREAKING NEWS

ରାଜ୍ୟରେ ରହିଛନ୍ତି ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର: ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ଦ୍ୱାରା ଭୁବନେଶ୍ୱରରେ ଦଶ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ପରେ ରାଜ୍ୟରେ ଏକ ବଡ଼ ଧରଣର ଅନୁପ୍ରବେଶ ରାକେଟ୍ କାର୍ଯ୍ୟ କରୁଥିବାର ସମ୍ଭାବନା ଦେଖାଦେଇଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ରାଜ୍ୟରେ ଅବୈଧ ଭାବରେ…

ହୋଲି ସମୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍, ଜାଣନ୍ତୁ… 

ଭୁବନେଶ୍ୱର: ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଯାତ୍ରୀମାନଙ୍କ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହୋଲି ଉତ୍ସବ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ତିନି ଯୋଡି…

ନେପାଳକୁ ଫେରିବ ରାଜା ଶାସନ !

ନୂଆଦିଲ୍ଲୀ: ନେପାଳକୁ ପୁଣି ଫେରିବ କି ରାଜା ଶାସନ? ୧୬ବର୍ଷ ତଳେ ନେପାଳ ବିଶ୍ବର ଏକମାତ୍ର ହିନ୍ଦୁ ରାଷ୍ଟ୍ର ଥିଲା । ୨୦୦୮ପର୍ଯ୍ୟନ୍ତ ନେପାଳରେ ରାଜତନ୍ତ୍ର ରହିଥିବା ବେଳେ, ରାଜା ଥିଲେ ଜ୍ଞାନେନ୍ଦ୍ର ଶାହା । ତେବେ ମାଓବାଦୀ ଆନ୍ଦୋଳନ ତଥା ବାମପନ୍ଥୀ କ୍ରାନ୍ତି ପରେ ନେପାଳରେ କ୍ଷମତା…

ଜୟାଢ଼ାବାରେ ମଟନ ଖାଇବା ଘଟଣା: କାହିଁକି ନଣ୍ଡା ହେଲେ ୨ ବ୍ୟକ୍ତି

ପୁରୀ: ଜୟାଢ଼ାବାରେ ମଟନ ଖାଇବା ନେଇ ୨ ଜଣ ବ୍ୟକ୍ତି ପବିତ୍ର ପୁଷ୍କରିଣୀରେ ନଣ୍ଡା ହୋଇଛନ୍ତି। ମଟନ ନାଁରେ ଜୟାଢ଼ାବାରେ ଗୋମାଂସ ପରଷା ଯାଉଥିବା ଅଭିଯୋଗ ପରେ ଏଭଳି କରିଛନ୍ତି ଦୁଇ ଜଣ ବ୍ଯକ୍ତି। ତେବେ ଗତ କିଛିଦିନ ତଳେ ସୋସିଆଲ ମିଡ଼ିଆରେ ଜଣେ ଯୁବକଙ୍କ ଭିଡିଓ ଭାଇରାଲ ହୋଇଥିଲା। ସେହି…

ମହିଳା ବିରୋଧୀ ହିଂସା ରୋକିବ ‘ଲିପଷ୍ଟିକ୍‌ ଗନ୍‌’

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ଦ୍ୱିତୀୟ ବର୍ଷ ବି.ଟେକ୍‌ର ୨ ଛାତ୍ରୀ ମହିଳାଙ୍କ ସୁରକ୍ଷା ପାଇଁ ଏକ ଅନନ୍ୟ 'ଲିପଷ୍ଟିକ୍ ଗନ୍' ତିଆରି କରିଛନ୍ତି। ଏହି ସ୍ୱତନ୍ତ୍ର ଡିଭାଇସ୍ ଦୁଷ୍କର୍ମ କିମ୍ବା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମହିଳାଙ୍କ…

କାହିଁକି ଡିଏମକେ ସାଂସଦଙ୍କ ଉପରେ ରାଗିଗଲେ ଧର୍ମେନ୍ଦ୍ର?

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ମୁହାଁମୁହିଁ । ଭାଷାକୁ ନେଇ କଥା କଟାକଟି । ପ୍ରଶ୍ନକାଳରେ ବିରୋଧୀଙ୍କ ଜୋରଦାର ହଙ୍ଗାମା । ସଂସଦରେ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ପ୍ରଶ୍ନକାଳରେ ପିଏମ୍ ଶ୍ରୀରେ ସ୍କୁଲ ଫଣ୍ଡକୁ ନେଇ ପ୍ରଶ୍ନ ଉଠାଇଥିଲେ ଡିଏମକେ…

ହଂସିତା ଅଭିଲିପ୍ସାଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ୱର: ହଂସିତା ଅଭିଲିପ୍ସାଙ୍କୁ ଗୋଟିଏ ମାମଲାରେ ହାଇକୋର୍ଟରେ ସୋମବାର ଜାମିନ୍‌ ମିଳିଛି। ଭୁଲ୍‌ ତଥ୍ୟ ଦେଇ ପାସପୋର୍ଟ ହାତେଇବା ମାମଲାରେ ହାଇକୋର୍ଟ ଜାମିନ୍‌ ମଞ୍ଜୁର କରିଛନ୍ତି। ଠକେଇ ଅଭିଯୋଗ ମାମଲାରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି। ସହଯୋଗୀ ଅନିଲ ମହାନ୍ତିଙ୍କ…

ଗୋଟିଏ ଫୋନ କଲରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯାଇପାରେ, ଜାଣନ୍ତୁ Call Merging Scamରୁ କିପରି ବର୍ତ୍ତିବେ ?

ନୂଆଦିଲ୍ଲୀ: ଡିଜିଟାଲ ଆରେଷ୍ଟ ପରେ ଏବେ ଏକ ନୂଆ ସ୍କାମ ସାମ୍ନାକୁ ଆସିଛି। ଯେଉଁଥିରେ ବିନା OTPରେ ବି ଆପଣଙ୍କ ଆଉକାଉଣ୍ଟରୁ ଟଙ୍କା ଖାଲି ହୋଇଯିବ। ସବୁଦିନ ନୂଆ ନୂଆ ଉପାୟ ଖୋଜୁଛନ୍ତି ସାଇବର ଠକ। ଏବେ ଅପରି ଏକ ନୂଆ ସ୍କାମ୍ ସାମ୍ନାକୁ ଆସିଛି ଯେ ଆପଣଙ୍କ ଘରେ କିଏ ବି ସାଇବର ଠକାମୀର ଶିକାର…

୩ ବର୍ଷ ଭିତରେ ପାଣିରେ ବୁଡି ଗଲାଣି ୨ ହଜାରରୁ ଅଧିକ ଜୀବନ

ଭୁବନେଶ୍ବର: ଗତ ତିନି ବର୍ଷ ଭିତରେ ବୁଡ଼ି କରି ଗଲାଣି ୨୦୬୪ ଜଣଙ୍କର ମୃତ୍ୟୁ । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ନଦୀ, ପୋଖରୀ ଏବଂ ସମୁଦ୍ରରେ ବୁଡ଼ି ୨୦୬୪ ମୃତ୍ୟୁ ହୋଇଛି । ବିଜେପି ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ…

ବିଏସଏନଏଲ ହୋଲି ଧମାକା ଅଫର: ୪୨୫ ବୈଧତା ସହ ପ୍ରତିଦିନ ମିଳିବ ୨ଜିବି ଡାଟା

ଭୁବନେଶ୍ବର: ବିଏସଏନଏଲ (BSNL)ଆଣିଛି ଗ୍ରାହକଙ୍କ ପାଇଁ ହୋଲି ଉପହାର । ବର୍ତ୍ତମାନ ୪୨୫ ଦିନର ବୈଧତା ସହିତ ଏକ ନୂତନ ପ୍ଲାନ ଆଣିଛି। ଏହି ପ୍ଲାନରେ ପ୍ରତିଦିନ ୨ଜିବି ଡାଟା ପାଇବେ ଗ୍ରାହକ । ଏଥିସହ ଏହି ପ୍ଲାନରେ, ଗ୍ରାହକମାନେ ଲୋକାଲ ଏବଂ STD ନେଟୱାର୍କରେ ଅନଲିମିଟେଡ କଲିଂ ସୁବିଧା ପାଇବେ…