Latest Odisha News

BREAKING NEWS

୨୦୨୭ ସୁଦ୍ଧା ଭାରତର ଏଆଇ କ୍ଷେତ୍ରରେ ହେବ ୨୩ ଲକ୍ଷରୁ ଅଧିକ ନିଯୁକ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଭାରତର କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ(AI) କ୍ଷେତ୍ରରେ ୨୦୨୭ ସୁଦ୍ଧା ୨୩ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇପାରେ। ସୋମବାର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ବେନ୍ ଆଣ୍ଡ୍ କମ୍ପାନୀର ଏକ ରିପୋର୍ଟ ଅନୁଯାୟୀ, ଦେଶରେ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ବିଦ୍ୟମାନ…

୫ ବର୍ଷରେ ୮୨୭ ସରକାରୀ କର୍ମଚାରୀ ଗିରଫ, ୧୧୩୧ ଜଣଙ୍କ ନାମରେ ଚାଲିଛି ବିଚାର

ଭୁବନେଶ୍ୱର: ସୋମବାର ଚାଲିଥିବା ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକ ଅଗସ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୫ ବର୍ଷରେ ଗିରଫ ହୋଇଛନ୍ତି ୮୨୭ ସରକାରୀ କର୍ମଚାରୀ । ସେହିପରି ୪୩୬ ସରକାରୀ କର୍ମଚାରୀ ବିଭିନ୍ନ ମୋକଦ୍ଦମାରେ ଦଣ୍ଡିତ ହୋଇଛନ୍ତି…

ରାଜସ୍ବ ବଢାଉଛି ତମାଖୁ, ଗୁଟକା: ୫ ବର୍ଷରେ ୬ ହଜାର କୋଟି ଆଦାୟ

ଭୁବନେଶ୍ବର: ରାଜ ରାଜସ୍ବ ବୃଦ୍ଧି କରୁଛି ତମାଖୁ, ଗୁଟକା ବେପାର । ୫ ବର୍ଷରେ ରାଜକୋଷକୁ ଦେଇଛି ୬ ହଜାର କୋଟିରୁ ଅଧିକ ଟଙ୍କା ଟିକସ । ଆଜି ବିଧାନସଭାରେ ଏପରି କିଛି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେଡି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ…

ପୁଣି ଚିନ୍ତାରେ ପକାଇଲା ନୋଷ୍ଟ୍ରାଡାମସଙ୍କର ଭବିଷ୍ୟବାଣୀ, ସତ ହେଲେ ସର୍ବନାଶ

ପୁଣି ଚିନ୍ତାରେ ପକାଇଲା ନୋଷ୍ଟ୍ରାଡାମସଙ୍କର ଭବିଷ୍ୟବାଣୀ । ସଠିକ୍ ଭବିଷ୍ୟବାଣୀ ପାଇଁ ଜଣାଶୁଣା ବାବା ଭେଙ୍ଗା ଏବଂ ନୋଷ୍ଟ୍ରାଡାମସଙ୍କର କିଛି ଭବିଷ୍ୟବାଣୀ ସମସ୍ତଙ୍କୁ ଚକିତ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଉଭୟଙ୍କ ଭବିଷ୍ୟବାଣୀରେ ଅନେକ କଥା ମେଳ ଖାଉଛି। ୨୦୨୫ରେ ମଣିଷ ସହିତ ଏଲିୟନ…

BMW C400 GT: ଷ୍ଟାଇଲିସ୍ ଲୁକ୍, ସ୍ମାର୍ଟ ଫିଚର ଓ ବୁଲେଟ୍ ଅପେକ୍ଷା ଅଧିକ ପାଓ୍ବାରଫୁଲ!

ଭୁବନେଶ୍ବର: ବିଳାସପୂର୍ଣ୍ଣ ମୋଟରସାଇକେଲ ନିର୍ମାତା BMW Motorrad India ନିଜର ମ୍ୟାକ୍ସି ସ୍କୁଟର BMW C400 GT ର 2025 ମଡେଲ ଲଞ୍ଚ କରିଛି । ଏହାର ମୂଲ୍ୟ ୧୧.୫୦ ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍) ରହିଛି, ଯାହା ବର୍ତ୍ତମାନର ମଡେଲ ତୁଳନାରେ ମାତ୍ର ୨୫,୦୦୦ ଟଙ୍କା ମହଙ୍ଗା । ଏହାର…

ଆଇପିଏଲ ବେଳେ ଚାଲିବନି ତମାଖୁ, ମଦ୍ୟପାନ ବିଜ୍ଞାପନ

ନୂଆଦିଲ୍ଲୀ: ଏଥର ଆଇପିଏଲରେ ତମାଖୁ ଏବଂ ମଦ୍ୟପାନ ଭଳି କୌଣସି ବି ନିଶା ଦ୍ରବ୍ୟ ବିଜ୍ଞାପନକୁ ପ୍ରୋତ୍ସାହିତ କରାଯିବ ନାହିଁ । ଏନେଇ କଡା ତାଗିଦ୍ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲକୁ ତମାଖୁ ଏବଂ ମଦ୍ୟପାନ ପ୍ରଚାରକୁ ନିଷେଧ କରିବାକୁ…

‘ହମ୍ ଜିତ୍ ଗୟେ’, କାଜୋଲଙ୍କ ସିନେମା ସିନକୁ ସେୟାର କରି ଭାରତର ବିଜୟ ସେଲିବ୍ରେଟ କଲେ ଅଜୟ

ମୁମ୍ବାଇ: ଆଜି ଚାମ୍ପିୟନ୍ସ ହୋଇଛି ଭାରତ । ଭାରତୀୟ କ୍ରିକେଟ୍ ଦଳ ଚାମ୍ପିଅନ୍ସ ଟ୍ରଫିର ମୁକୁଟ ପିନ୍ଧିଛନ୍ତି । ଦେଶରେ ଏବେ ଖୁସିର ଲହରି ଛାଇଛି । ଦୀର୍ଘ ୨୫ ବର୍ଷର ବଦଲା ପୂରଣ ହୋଇଥିବା ବେଳେ ପୁଣି ୧୨ ବର୍ଷ ପରେ ଘରକୁ ଫେରିଛି ଚାମ୍ପିୟନ୍ସ ଟ୍ରଫି । ରୋହିତ ଶର୍ମାଙ୍କ ନେତୃତ୍ୱରେ, ଦଳ…

ହଜାର ଟଙ୍କା ପାଇବା ଲୋଭରେ ୫୧ ଲକ୍ଷ ଟଙ୍କା ହରେଇଲେ ମହିଳା

ନୋଏଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ, ସାଇବର ଠକମାନେ ଜଣେ ମହିଳାଙ୍କୁ ଏକ ହଜାର ଟଙ୍କାର ଗିଫ୍ଟ ଭାଉଚରର ପ୍ରଲୋଭନ ଦେଖାଇ ୫୧ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଅନଲାଇନ୍ ଠକେଇର ଶିକାର ହୋଇଥିବା ମହିଳାଙ୍କ ଜଣଙ୍କ ହେଲେ ମୀନୁ ରାଣୀ । ଏନେଇ ମୀନୁ ରାଣୀ ସାଇବର କ୍ରାଇମ୍ ଥାନାରେ ଅଭିଯୋଗ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଓ କାର୍ ଧକ୍କା, ୭ ମୃତ

ଭୋପାଳ: ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରବିବାର ବିଳମ୍ବିତ ରାତିରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଗାଡ଼ି ସହିତ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା…

ଗତ ୫ ବର୍ଷରେ ଆତ୍ମହତ୍ୟା କଲେଣି ୭୨ ଛାତ୍ରଛାତ୍ରୀ

ଭୁବନେଶ୍ବର: ଗତ ୫ ବର୍ଷରେ ଇଚ୍ଛାମୃତ୍ୟୁରେ ଗଲାଣି ୭୨ ଜୀବନ । ଆଜି ବିଧାନସଭାରେ ବିଧାନସଭାରେ ଛାତ୍ର ଆତ୍ମହତ୍ୟା ଏବଂ ଏହି ଘଟଣାଗୁଡ଼ିକର କାରଣ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ, ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଂଗ୍ରେସ ବିଧାୟକ ସୋଫିଆ…