କିଏ ସେଇ ମୋଗଲ ସମ୍ରାଟ ଯାହାଙ୍କୁ ନେଇ ରାଜନୀତି ?
ନୂଆଦିଲ୍ଲୀ: ଔରଙ୍ଗଜେବଙ୍କୁ ନେଇ ଜୋରଦାର ହୋଇଛି ରାଜନୀତି। ଔରଙ୍ଗଜେବଙ୍କ ମହିମାମଣ୍ଡନ କରି ବିବାଦରେ ମହାରାଷ୍ଟ୍ରର ସମାଜବାଦୀ ପାର୍ଟି ନେତା ଅବୁ ଆଜମୀ। ବିବାଦ ବଢିବା ପରେ ସେ କ୍ଷମା ମାଗିଛନ୍ତି। ତେବେ ଇମ୍ରାନ ମସୁଦ ହୁଅନ୍ତୁ କି ରସିଦ ଅଲଭି, ଅବୁ ଆଜମୀଙ୍କ ବୟାନକୁ ସମର୍ଥନ କରିଛନ୍ତି ।…