Latest Odisha News

BREAKING NEWS

ବିବି ୧୮ର ଟ୍ରଫି ହାତେଇଲେ କରନବୀର ମେହେରା

ଭୁବନେଶ୍ବର: ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ୫ ମାସର ଯାତ୍ରାପରେ ଶେଷ ହୋଇଛି ବହୁ ଲୋକପ୍ରିୟ ରିଆଲିଟି ଶୋ’ 'ବିଗ୍ ବସ୍ ୧୮'  । ଆଉ ଶୋର ହୋଷ୍ଟ ସଲମାନ ଖାନ୍ ମଧ୍ୟ ବିଜେତାର ହାତ ଉପରକୁ କରିଛନ୍ତି । ସବସ୍ତଙ୍କୁ ଚମକାଇ ବିଗ୍ ବସ୍ ୧୮ର ଟ୍ରଫି ହାତେଇଛନ୍ତି କରନବୀର ମେହେରା ।  ୧୫…

‘ହେବାକୁ ଦେବିନି ତୃତୀୟ ବିଶ୍ବଯୁଦ୍ଧ’, ଦ୍ବିତୀୟ ଇନିଂସ ପୂର୍ବରୁ ହୁଙ୍କାର ଭରିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟ୍ରମ୍ପଙ୍କ ଦ୍ବିତୀୟ ଇନିଂସ । ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଉପରେ ଏବେ ସାରା…

ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: ବଦଳିଗଲା ସାର୍ଟ ରଙ୍ଗ!

ଝାରସୁଗୁଡ଼ା: ପୁଣିଥରେ ଚର୍ଚ୍ଚାର ଘେରକୁ ଆସିଛି ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା। ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ନବ ଦାସଙ୍କ ରକ୍ତଲଗା ସାର୍ଟକୁ ନେଇ ଆସିଲା ନୂତନ ତଥ୍ୟ। କୁହାଯାଉଛି ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବଦଳାଇ…

ବିବାହ କଲେ ନୀରଜ ଚୋପ୍ରା, ଗୋଲ୍ଡେନ୍ ବୟଙ୍କ ହୃଦୟ ଜିତିଥିବା ହିମାନୀ କିଏ?

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଜାଭଲିନର ଗୋଲ୍ଡେନ ବୟ ନୀରଜ ଚୋପ୍ରା। ହିମାନୀ ମୋରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି ନୀରଜ। ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଖେଳାଳି। ଫଟୋ ପୋଷ୍ଟ କରିବା ପରେ ସେ କ୍ୟାପସନରେ ଲେଖିଛନ୍ତି- ‘ମୋ ପରିବାର ସହିତ ଜୀବନର ଏକ ନୂତନ…

୪ ଦିନ କଲବଲ କରିବ ଘନ କୁହୁଡି, ୨ ଦିନ ଯାଏଁ ୭ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର:ସକାଳୁ ସକାଳୁ ଶୀତ କରୁଛି ଅସ୍ତବ୍ୟସ୍ତ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ରହିବ। ୪ ଦିନ କଲବଲ କରିବ ଘନ କୁହୁଡି। ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା। ସୃଷ୍ଟି ହୋଇପାରେ ଜିରୋ ଭିଜିବିଲିଟି ପରିସ୍ଥିତି। ଘାଟି ଅଞ୍ଚଳରେ ଧିମା ଗତିରେ ଗାଡି ଚଳାଇବାକୁ ପରାମର୍ଶ…

୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ, ରହିଛି ସାରା ବିଶ୍ୱବାସୀଙ୍କ ନଜର

ୱାଶିଂଟନ: ଆଜିଠୁ ଆମେରିକାରେ ପୁଣି ଆରମ୍ଭ ହେବ ଟ୍ରମ୍ପ ସରକାର। ଆଜିଠାରୁ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ। ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବକୁ ସାରା ବିଶ୍ବବାସୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ…

ରାଜ୍ୟରେ ପୂରଣ ହେବ ନୂଆ ଦୁଇ ହଜାର ଟ୍ରାଫିକ୍ ପୋଲିସ ପଦବୀ

ଭୁବନେଶ୍ୱର: ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସଡ଼କ ଦୁର୍ଘଟଣା, ସାଇବର ଅପରାଧ ରୋରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ…

ସାତପଡ଼ାରେ ଡଲଫିନ୍‌ ଗଣନା ଅରମ୍ଭ, ୧୮ଟି ଟିମ୍‌ ନିୟୋଜିତ

ବ୍ରହ୍ମଗିରି: ଚିଲିକାର ସାତପଡ଼ାରେ ଚାଲିଛି ଡଲଫିନ୍‌ ଗଣନା। ଆଜିଠାରୁ ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଅର୍ଥାତ୍ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଡଲଫିନ ଗଣନା। ପ୍ରତିଦିନ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ଗଣନା। ଡଲଫିନ୍ ଗଣନାରେ ୧୮ଟି ଟିମ୍‌ ନିୟୋଜିତ ହୋଇଛନ୍ତି।…

ଏହି ବ୍ୟାୟାମ ଦ୍ବାରା ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ହୁଏ ଦୂର..

ଭୁବନେଶ୍ବର: ଆଖି ଶରୀରର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ଇନ୍ଦ୍ରିୟ । ତଥାପି ଲୋକମାନେ ସେମାନଙ୍କର ଯତ୍ନ ସଠିକ୍ ଭାବରେ ନିଅନ୍ତି ନାହିଁ । ଦିନସାରା ଲାପଟପ୍ କିମ୍ବା ମୋବାଇଲ୍ ସ୍କ୍ରିନ୍ ସାମ୍ନାରେ ବସିବା ଦ୍ବାରା ଆଖି ଉପରେ ପ୍ରଭାବ ପଡିଥାଏ । ଫଳରେ ଆଖିରେ ଯନ୍ତ୍ରଣା, ଆଖିରୁ ପାଣି ଆସିବା,…

ଜୁନା ଆଖଡାରୁ ନିଲମ୍ବିତ ଆଇଆଇଟି ବାବା… 

ପ୍ରୟାଗରାଜ: ମହାକୁମ୍ଭ ମେଳାର ଭାଇରାଲ ଆଇଆଇଟିଆନ୍ ବାବା ଅଭୟ ସିଂହ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଗୁରୁ ମହନ୍ତ ସୋମେଶ୍ୱର ପୁରୀଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଅଭୟ ସିଂଙ୍କୁ ସାଧୁମାନଙ୍କର ସବୁଠାରୁ ବଡ଼ ସମ୍ପ୍ରଦାୟ ନାମରେ ଜଣାଶୁଣା ଜୁନା ଆଖଡ଼ାରୁ ବହିଷ୍କାର କରାଯାଇଛି।…