ପୋଲିସକୁ ପ୍ରଶ୍ନ ପଚାରୁଛି ଲୁଟେରା ସ୍ପାଇଡର, କହୁଛି କେମିତି ଧରିଲ ମୋତେ ?
ଭୁବନେଶ୍ୱର: ସ୍ପାଇଡର ସତୀ । ଯାହାକୁ ନେଇ ଭୁବନେଶ୍ୱରରେ ଚହଳ ପଡ଼ିଛି । ଲୋକେ କହୁଛନ୍ତି ଏମିତି ବି ଉଡ଼ି ଉଡ଼ି କରୁଥିବା ଚୋର ଭୁବନେଶ୍ୱରରେ ବୁଲୁଛି । ଯାହାକୁ ଏବେ ଧରିଛି ପୋଲିସ । ଧରା ତ ପଡ଼ିଲା ହେଲେ ଏବେ ପୋଲିସକୁ କରାଉଛି ହରକତ । ନିରଞ୍ଜନ ପଟନାୟକଙ୍କ ଘରୁ ଲୁଟ୍ ଘଟଣାରେ ଗିରଫ…