ପ୍ରପୋଜ ଡେ: ମନର କଥା କହିପାରୁନଥିଲେ ଏମିତି କରନ୍ତୁ ସାଥୀକୁ ପ୍ରପୋଜ୍
ଭୁବନେଶ୍ଵର: ବର୍ଷକର ଅପେକ୍ଷା ପରେ ପୁଣି ଆସିଛି ପ୍ରେମୀ ଯୁଗଳଙ୍କରଚ ପ୍ରିୟ ମାସ । ଯାହାକୁ ଅଧିକାଂଶ ଲୋକେ ପ୍ରେମ ଋତୁ ବୋଲି କହିଥାନ୍ତି । ଏନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ହେବାକୁ ଥିବାବେଳେ ଗତକାଲି ଠାରୁ (ଫେବୃଆରୀ ୭)…