ବିବାହ ମଣ୍ଡପରେ ମାତିଛନ୍ତି ଲୁଟେରା, ନେଇଗଲେ ଗିଫ୍ଟ ଓ ଲକ୍ଷାଧିକ ଟଙ୍କା
ଭୁବନେଶ୍ୱର: ବିବାହ ମଣ୍ଡପରେ ମାତିଛନ୍ତି ଲୁଟେରା। ଭୁବନେଶ୍ୱରର ଏକ ହୋଟେଲରେ ବିବାହ ଉତ୍ସବ ଚାଲିଥିବା ବେଳେ ଅତିଥି ବେଶରେ ଆସି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ସହ ବିପୁଳ ପରିମାଣର ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ମୈତ୍ରୀ ବିହାର…