ଘରେ ଏହି ସବୁ ଫଟୋ ଲଗାନ୍ତୁ ନାହିଁ…
ଭୁବନେଶ୍ବର: ଘର ସୁନ୍ଦର ଦିଶିବ ବୋଲି କାନ୍ଥରେ ଅନେକ ସୁନ୍ଦର ଫଟୋମାନ ଲଗାଇଥାଉ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଫଟୋ ଏମିତି ରହିଛି ଯାହାକୁ ଘରେ ଲଗେଇଲେ ଘରେ ଦୁର୍ଭାଗ୍ୟ ମାଡିଆସେ ।
- ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅସ୍ତ୍ରଶସ୍ତ୍ର କିମ୍ବା ଯୁଦ୍ଧ ସମ୍ବନ୍ଧୀୟ ଫଟୋ ଲଗାଇବା…