Latest Odisha News

BREAKING NEWS

ଆଜିଠାରୁ ସାରା ଦେଶରେ କଂଗ୍ରେସର ଜୟ ବାପୁ,ଜୟ ଭୀମ, ଜୟ ସମ୍ବିଧାନ ରାଲି

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ କଂଗ୍ରେସର ଜୟ ବାପୁ,ଜୟ ଭୀମ, ଜୟ ସମ୍ବିଧାନ ରାଲି । ସମସ୍ତ ବ୍ଲକ, ଜିଲ୍ଲା ଓ ରାଜ୍ୟରେ ହେବ କାର୍ଯ୍ୟକ୍ରମ। ଆସନ୍ତା ଜାନୁଆରୀ ୨୬ରେ ଭୀମରାଓ ଆମ୍ବେଦକରଙ୍କ ଜନ୍ମସ୍ଥାନ ମଧ୍ୟପ୍ରଦେଶର ମହୁ ସହରରେ ହେବ ବିଶାଳ ରାଲି। ଏହି କାର୍ଯ୍ୟକ୍ରମ ଡିସେମ୍ବର ୨୭ରୁ…

ଚୀନରେ ନୂଆ ଭୂତାଣୁ ଆତଙ୍କ, ଗଲାଣି ୧୭୦ ଜଣଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ପୁଣି ଆତଙ୍କ ଖେଳାଇଲାଣି ଆଉ ଏକ ରହସ୍ୟମୟ ଭାଇରସ୍‌ । ଏହି ଭାଇରସ୍ ର ନାଁ ହେଉଛି ‘ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍' ବା ଏଚଏମପିଭି । ଏହି ନୂଆ ଭୂତାଣୁକୁ ନେଇ ଏବେ ଚିନ୍ତାରେ ପଡିଛି ଚୀନ । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ…

ବ୍ଲାକ୍ କଫିରେ ମିଶାନ୍ତୁ ଏହି ୪ଟି ମସଲା, ଖୁବଶୀଘ୍ର ଓଜନ ହ୍ରାସ କରିବାରେ ହେବ ସକ୍ଷମ

ଖାଦ୍ୟ ଏବଂ ବ୍ୟାୟାମ ସହିତ, ଆମ ଜୀବନଶୈଳୀରେ କିଛି କିଛି ଛୋଟ ପରିବର୍ତ୍ତନ ମଧ୍ୟ ଓଜନ ହ୍ରାସ ଉପରେ ଏକ ବଡ ପ୍ରଭାବ ପକାଇପାରେ। ଯଦି କିଛି ସ୍ୱତନ୍ତ୍ର ରୋଷେଇ ଘରର ମସଲା ବ୍ଲାକ୍ କଫି ବା କଳା କଫିରେ ମିଶାଯାଏ, ତେବେ ଏହାର ଲାଭ ଆହୁରି ବଢିଯାଏ। ବ୍ଲାକ୍ କଫିରେ ଥିବା କୈଫିନ୍ ଆପଣଙ୍କ…

ରାଜ୍ୟର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ଶ୍ରୀ ହରିବାବୁ କମ୍ଭମପତି

ଭୁବନେଶ୍ଵର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ଶ୍ରୀ ହରିବାବୁ କମ୍ଭମପତି । ରାଜ୍ୟର ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ମିଜୋରାମର ପୂର୍ବତନ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତି । ରାଜଭବନରେ ଅନୁଷ୍ଠିତ ଭବ୍ୟ ସମାରୋହରେ ନୂତନ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତିଙ୍କୁ…

ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ, ଚାରି ଦ୍ୱାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ

ପୁରୀ: ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ପୂର୍ବରୁ ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ଚୂନ ପ୍ଳାଷ୍ଟର ଛଡାଇ ଦିଆଯାଇଛି। ଚୂନ ଛଡାଯିବା ପରେ ପଥରର ସରଫେସ ଦେଖାଗଲାଣି। ଅନେକ ପଥରରେ ଫାଟ ରହିଛି। ଡିସେମ୍ବର ୨୫ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର…

ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ୍

ଭୁବନେଶ୍ଵର: ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ୍ । ପ୍ରବାସୀ ଭାରତୀୟ ଦିବସ ବ୍ୟାଘାତ ପାଇଁ ଧମକପୂର୍ଣ୍ଣ ମେଲ୍ ପଠାଇଛି ପନ୍ନୁ । ତେବେ ଏହି ଧମକପୂର୍ଣ୍ଣ ମେସେଜ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲ୍‌କୁ ଆସିଛି । ଭିଡିଓ ମାଧ୍ୟମରେ ଧମକ ପୂର୍ଣ୍ଣ ମେଲ୍ ଦେଇଛି…

ସକାଳୁ ସକାଳୁ ଭୟଙ୍କର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ନୂଆଦିଲ୍ଲୀ: ସକାଳୁ ସକାଳୁ ଚିଲିରେ ବଡ ଧରଣର ଭୂକମ୍ପ । କେଲାମା ନିକଟସ୍ଥ ଏଣ୍ଟୋଫାଗାସ୍ତା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏନେଇ ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ସୂଚନା ଦେଇଛି । ସୂଚନା ଅନୁଯାୟୀ, ଭୂକମ୍ପର…

ଗହଣାଗଣ୍ଠିର ଯତ୍ନ: କେଉଁ ଗହଣାକୁ କେମିତି କରିବେ ସଫା

ଭୁବନେଶ୍ବର: ଘରେ ଗହଣାମାନ ରହ ରହିି ସେଥିରେ ମଇଳା ଜମି ଯାଇଥାଏ । ତେବେ ଗହଣାକୁ ଦୋକାନକୁ ନେଇ ସଫା କରିବା ଦ୍ୱାରା ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ । ସେଥିପାଇଁ ଗହଣାକୁ ନିଜେ ଘରେ ସଫା କରିବା ଉପାୟ ଆପାଣନ୍ତୁ ଓ ବେଶୀ ଖର୍ଚ୍ଚାନ୍ତ ହୁଅନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା କିପରି ଗହଣାକୁ…

ନୂଆବର୍ଷରେ ଆସନ୍ତୁ ଦେବ୍ରିଗଡ ଅଭୟାରଣ୍ୟ, ନିଅନ୍ତୁ ଜଙ୍ଗଲ ସଫାରୀର ମଜା

ଭୁବନେଶ୍ବର: ନୂଆବର୍ଷରେ ପ୍ରକୃତିର ମଜା ନେବାକୁ ଚାହୁଁଛନ୍ତି ତେବେ ଆସିଯାଆନ୍ତୁ ଦେବ୍ରିଗଡ ଅଭୟାରଣ୍ୟ । ପ୍ରକୃତି ପ୍ରେମୀମାନଙ୍କ ପାଇଁ ଏହା ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ ଅଟେ । ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ପଚାଶ କିଲୋମିଟରେ ଦୂରତାରେ ଥିବା ଏହି ଅଭୟାରଣ୍ୟଟି ବରଗଡ଼ ଜିଲ୍ଲା…

ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା, ଆସନ୍ତା ୫ ଦିନ ଯାଏଁ ଜାରି ରହିବ ଶୀତ ପ୍ରକୋପ

ଭୁବନେଶ୍ଵର: ପ୍ରବଳ ଜାଡରେ ଥରୁଛି ଓଡିଶା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହିତ ଶୀତ ପ୍ରକୋପ ବଢ଼ିଛି। ବର୍ଷା ପ୍ରଭାବ କମିବା ପରେ ବଢ଼ିଛି ଶୀତର ପ୍ରକୋପ । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ରାତି ତାପମାତ୍ରା କମିବା ଯୋଗୁ କନ୍ଧମାଳ…