ବର୍ଷ ଆରମ୍ଭରୁ ରକ୍ତରେ ଭିଜିଲା ପୁରା ପରିବାର, ୫ମୃତ, ଅଭିଯୁକ୍ତ ଗିରଫ
ଉତ୍ତରପ୍ରଦେଶ: ବର୍ଷ ଆରମ୍ଭରୁ ରକ୍ତ ଛିଟା । ହୋଟେଲରୁ ପରିବାର ୫ ଜଣଙ୍କ ମୃତଦେହ ଉଦ୍ଧାର । ଲକ୍ଷ୍ନୌର ଏକ ହୋଟେଲ ରୁମରୁ ମୃତଦେହ ଉଦ୍ଧାର କଲା ପୋଲିସ । ହତ୍ୟା ସନ୍ଦେହରେ ୨୪ ବର୍ଷୀୟ ଯୁବକଙ୍କୁ ଅଟକ ରଖିଲା ପୋଲିସ । ତେବେ ପାରିବାରିକ କଳହରୁ ଯୁବକ ଜଣଙ୍କ ହତ୍ୟା କରିଥିବା ନେଇ ସୂଚନା…