Latest Odisha News

BREAKING NEWS

ଦୟା ଏବେ ନିର୍ଦ୍ଦୟ 

(ଧରଣୀ ର କାହାଣୀ) ଦୟା ଏବେ ନିର୍ଦ୍ଦୟ  ସୁଦର୍ଶନ ଦାସ  ଦୟା ର ପସରା ମେଲାଇ କାହିଁ କେତେ କାଳରୁ ବହି ଚାଲିଛି ଦୟା ନଦୀ l ଏହାର ନାମ ଦୟା କାହିଁକି ହେଇଛି ବା କିଏ ଏହି ନାମ କରଣ କରିଛି ତାହା ରହସ୍ୟlବୃତ l ଏହାର ନାମ କରଣ କୁ ନେଇ ଯଦିଓ ଅନେକ ଲୋକ କଥା ରହିଛି, ସେସବୁ ର…

କିଏ ଜିତିବ ଦିଲ୍ଲୀ…କ’ଣ କହୁଛି ନିର୍ବାଚନ ପୂର୍ବ ସର୍ଭେ?

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ଜିତିବ କି ଆମ ଆଦମୀ ପାର୍ଟି? ନା ବିଜେପି ଓ କଂଗ୍ରେସ ଦଖଲ କରିବେ ଦିଲ୍ଲୀ ଗାଦି? ଫେବ୍ରୁଆରୀ ୫ତାରିଖରେ ଦିଲ୍ଲୀ ବିଧାନସଭା ଭୋଟ୍, କିଏ କରିବ ବାଜିମାତ୍? କାହା ଖାତାକୁ ଯିବ ଦଳିତ ଓ ମହିଳା ଭୋଟ୍? ନିର୍ବାଚନ ପୂର୍ବରୁ ବିଭିନ୍ନ ସର୍ଭେରେ ଫଳାଫଳ ନେଇ ଆକଳନ…

କୁମ୍ଭମେଳାରେ ଭିଡ଼‌ର ତାଣ୍ଡବ: ୧୯୫୪ ରୁ ୨୦୨୫ ପର୍ଯ୍ୟନ୍ତ ପ୍ରାଣଘାତକ ଦଳାଚକଟାର ଇତିହାସ

ପ୍ରୟାଗରାଜ: ମହାକୁମ୍ଭମେଳାରେ ଦଳାଚକଟା ଘଟଣା ପ୍ରଥମ କିମ୍ବା ନୂଆ ନୁହେଁ। କୁମ୍ଭମେଳାରେ ଭୟଙ୍କର ଭିଡ଼‌ର ତାଣ୍ଡବ ଇତିହାସ ଖାତାରେ ଲେଖା ଅଛି। ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସ୍ଥଳ ମଧ୍ୟରୁ ଗୋଟିଏ ହେଉଛି ପ୍ରୟାଗରାଜ। ଆଉ ଏଠାରେ ଆଜି ମୌନୀ ଅମାବାସ୍ୟା ଦିନ ଦ୍ୱିତୀୟ ଅମୃତ ସ୍ନାନ ଚାଲିଛି।…

ଧାମରାରେ ପରୀକ୍ଷାମୂଳକ ଭାବେ ଅବତରଣ କଲା ପ୍ରଥମ ବିମାନ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରାରେ ଆଜି ପ୍ରଥମ ବିମାନ ଅବତରଣ କରିଛି । ୧୦ଟା ୨୦ ମିନିଟ୍‌ ସମୟରେ ଅହମଦାବାଦରୁ ଆସିଥିବା ୭ ସିଟ୍‌ ବିଶିଷ୍ଟ ଟୁ-ବି ବିମାନ ବାସୁଦେବପୁର ବ୍ଲକ୍‌ ବାଲିମୁଣ୍ଡାଠାରେ ପରୀକ୍ଷାମୂଳକ ଭାବେ ଅବତରଣ କରିଥିଲା । ପ୍ରଥମେ ଆଦାନୀ କମ୍ପାନୀର ଉପସଭାପତି ମହେନ୍ଦ୍ର…

ନବ ଦାସ ହତ୍ୟା ଘଟଣା; ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ: ଦୀପାଳି

ଭୁବନେଶ୍ୱର: ଆଜି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପୂରିଛି ଦୁଇ ବର୍ଷ । ହେଲେ ବର୍ତ୍ତମାନ ସୁଦ୍ଧା ମାମଲାର କୌଣସି ସମାଧାନ ହୋଇପାରୁନାହିଁ । ଏନେଇ ନବ ଦାସଙ୍କ ଝିଅ ଦୀପାଳି କହିଛନ୍ତି, ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ ଖୁବ୍ ଶୀଘ୍ର ଏନେଇ ଚିଠି ଲେଖିବୁ ।…

‘ମେଡିକାଲ ଡ୍ରିମ୍ସ’ ଟିଜର୍ ଆଉଟ୍: ନିଆରା କାହାଣୀ ସହ ଆସୁଛନ୍ତି ଶରମନ ଯୋଶୀ

ମୁମ୍ବାଇ: ଡାକ୍ତର ହେବାର ସ୍ୱପ୍ନ ଏବଂ ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସ୍ୱପ୍ନ! ଏହି ସବୁ ସ୍ୱପ୍ନ ପୂରଣ କରିବାର ପଥ ଏହି ପରୀକ୍ଷା ଦେଇ ଗତି କରେ। ଏହି ସ୍ୱପ୍ନ ଦେଖିଥିବା ଛାତ୍ରଛାତ୍ରୀଙ୍କ ସ୍ଥିତିକୁ ନେଇ ଏକ ୱେବ୍ ସିରିଜ୍ ଆସୁଛି, ଯାହାର ନାଁ…

ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନାଙ୍କ ଦେହାନ୍ତ

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନା। ୮୭ ବର୍ଷ ବୟସରେ କଟକ ଏସସିବି ମେଡିକାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ନାୟୁଜନିତ ସମସ୍ୟା ପାଇଁ କିଛି ମାସ ହେବ ଏସସିବି ମେଡିକାଲ୍ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ତଷ୍ଟ୍ରିଆଲ ପାର୍କ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମର ଆଜି ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ ହେବ । ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ…

ପୋଲିସକୁ ବଡ଼ ସଫଳତା, ବିପୁଳ ପରିମାଣର ଗଞ୍ଜେଇ ସହ ୪ ଗିରଫ

ବୌଦ୍ଧ: ପୁଣି ପୋଲିସକୁ ମିଳିଛି ବଡ଼ ସଫଳତା। ବୌଦ୍ଧ ଜିଲ୍ଲା ପୋଲିସ ଦୁଇଟି ପୃଥକ ମାମଲାରେ ମୋଟ ୧୩୧୩ କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ଗଞ୍ଜେଇ ଚୋରା ଚାଲାଣ ପାଇଁ…

ଗୋଟେ ପଟେ ଦଳାଚକାଟା ଅନ୍ୟପଟେ ଆସ୍ଥା, ବୁଡ଼ ପକାଇଲେଣି ୪ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ: ଗୋଟେ ପଟେ ଦଳାଚକାଟା ଅନ୍ୟପଟେ ଶ୍ରଦ୍ଧା, ଭକ୍ତି ଓ ଆସ୍ଥା । ସକାଳୁ ସକାଳୁ ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟାର ଖବର ସାମ୍ନାକୁ ଆସିଥିବା ବେଳେ ଏପଟେ ବୁଡ ପକାଉଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ମୌନୀ ଅମାବାସ୍ୟା ପାଇଁ ତ୍ରିବେଣୀ ସଙ୍ଗମରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।…