Latest Odisha News

BREAKING NEWS

ଅମୃତଭଣ୍ଡାର ଫେସ୍‌ ମାସ୍କ ଲଗାନ୍ତୁ, ଚେହେରାରେ ଆସିବ ଚମକ

ଭୁବନେଶ୍ବର:ଚେହେରାରେ ଚମକ ଆଣିବା ପାଇଁ,ଏବେ ପାର୍ଲର ଯାଇ ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ ନାହିଁ । ଅମୃତଭଣ୍ଡା ଏବଂ ହଳଦୀରୁ କେମିକାଲ ଫ୍ରି ଫେସ୍‌ ମାସ୍କ ତିଆରି କରିପାରିବେ । ସ୍କିନ ସମସ୍ୟା ଥିଲେ ସେମାନେ ଏହି ପ୍ରାକୃତିକ ଫେସ୍ ମାସ୍କ ବ୍ୟବହାର କରିପାରିବେ । ଏହି ଫେସ୍‌ ମାସ୍କ ପାଇଁ…

୭୬ ତମ ସାଧାରଣତନ୍ତ୍ର ଦିବସ: କଟକରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

କଟକ: ଆଜି ଦେଶ ପାଳୁଛି ୭୬ତମ କଟକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ କଟକ ବିଡ଼ାନାସୀ ପଡ଼ିଆରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଏବଂ ଯବାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି…

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ ହରିବାବୁ କମ୍ଭମପତି

ଭୁବନେଶ୍ଵର: ଦେଶ ପାଳୁଛି ୭୬ତମ ଗଣତନ୍ତ୍ର/ ସାଧାରଣତନ୍ତ୍ର ଦିବସ । ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତି ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ସେପଟେ କଟକରେ ପତାକା…

ପ୍ରଥମ ଥର ପାଇଁ ଓଡିଶାର ୧୦ଟି ଦ୍ବୀପରେ ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ଵର: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଥମ ଥର ଉପକୂଳରେ ଉଡିଲା ତ୍ରିରଙ୍ଗା । ସମୁଦ୍ର ତଟବର୍ତ୍ତୀ ୧୦ଟି ଦ୍ବୀପରେ ଉଡିଛି ଜାତୀୟ ପତାକା । ବାଲେଶ୍ବରର ସୁବର୍ଣ୍ଣ ଦ୍ବୀପ, ଭଦ୍ରକର ନୟାଟାପୁର, ଉଡ଼ାବାଲି, କନିକା ଦ୍ବୀପ, ଲଙ୍ଗ ହୁଇଲର ଦ୍ବୀପ, ସର୍ଟ ଆଇଲାଣ୍ଡ ଓ ସ୍ମଲ ହୁଇଲର ଦ୍ବୀପରେ…

ସମ୍ବିଧାନକୁ ୭୬ ବର୍ଷ, ଦେଶ ପାଳୁଛି ଗଣତନ୍ତ୍ରର ମହାନ ପର୍ବ

ନୂଆଦିଲ୍ଲୀ: ସମ୍ବିଧାନକୁ ପୁରିଲା ୭୬ ବର୍ଷ । ଆଜି ଦେଶ ପାଳୁଛି ୭୬ ତମ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ସବୁଠି ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ଦିଲ୍ଲୀର କର୍ତ୍ତବ୍ୟ ପଥ ।…

ଅଜବ ପରମ୍ପରା, ଚା’ର ସ୍ୱାଦ ଉପରେ ନିର୍ଭର କରେ ବିବାହ

ଭୁବନେଶ୍ୱର: ଚା'କପରୁ ସକାଳ ଆରମ୍ଭ କରନ୍ତି ଭାରତୀୟ । ବିନା ଚା'ରେ ସବୁ ଅଧୁରା ଅଧୁରା ଲଗେ । କପେ ଚା' ହୋଇଗଲେ ସତେ ଯେମିତି ଇନ୍ଧନ ମିଳିଗଲା । ଚା' ପିଇବାକୁ ନେଇ ଭରାତୀୟଙ୍କ ପାଖରେ ଏପରି ଦୁର୍ବଳତା ଦେଖିବାକୁ ମିଳେ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଚା'କୁ ନେଇ ମଧ୍ୟ ଅନେକ…

ବର୍ମା ଲଗାଇଲେ  ଟିମ ଇଣ୍ଡିଆର ବିଜୟ ତିଳକ 

ଚେନ୍ନାଇ: ଭାରତ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ତିଳକ ବର୍ମାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡକୁ ୨ ୱିକେଟରେ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ର ଅଗ୍ରଣୀ ହାସଲ କରି ନେଇଛି । ତିଳକ ୭୨ ରନର ବିସ୍ଫୋରକ ଇନିଂସ ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ…

୪ ଓଡିଆଙ୍କୁ ‘ପଦ୍ମଶ୍ରୀ’: ଜାଣନ୍ତୁ କିଏ କେଉଁ କ୍ଷେତ୍ରରେ ପାଇବେ ପୁରସ୍କାର

ଭୁବନେଶ୍ବର: ୭୬ ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ…

ଆପ୍ ପୋଷ୍ଟରରେ ରାହୁଲ ! ଘେରିଲା ବିଜେପି, କଂଗ୍ରେସର ବି ଛାଡ଼ିଲାନି

ନୂଆଦିଲ୍ଲୀ: ନିର୍ବାଚନ ଯେତେ ପାଖେଇ ଆସୁଛି, ଆରୋପ-ପ୍ରତ୍ୟାରୋପ ସେତେ ତୀବ୍ର ହେବାରେ ଲାଗିଛି । ଦିଲ୍ଲୀ ନିର୍ବାଚନକୁ ନେଇ ପରସ୍ପର ବିରୋଧରେ ବିଷୋଦଗାର କରି ଚାଲିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ଆପ୍, ବିଜେପି ଓ କଂଗ୍ରେସ । ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବିରୋଧରେ ଫୁଲ୍ ଦମ୍‌ରେ…

ଆକ୍ସନ ମୋଡ଼ରେ ଟ୍ରମ୍ପ, ହେଲିକପ୍ଟରରେ ଅନୁପ୍ରବେଶକାରୀଙ୍କୁ ବିଦା କଲା ଆମେରିକା

ନୂଆଦିଲ୍ଲୀ: ଇମିଗ୍ରେସନ ପଲିସିକୁ ନେଇ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କଠୋର ହୋଇଥିବା ବେଳେ ଆମେରିକାରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବେଆଇନ ଭାବେ ରହୁଥିବା ବାହାର ଦେଶର ଲୋକଙ୍କୁ ଆମେରିକାରୁ ବିଦା କରାଯାଉଛି । ସାମରିକ ହେଲିକପ୍ଟର ଜରିଆରେ ସେମାନଙ୍କୁ ନିଜ ନିଜ ଦେଶରେ ନେଇ…