Latest Odisha News

BREAKING NEWS

‘ମୋତେ ଅଲୁ ଅର୍ଜୁନଙ୍କ ସହ ତୁଳନା କର ନାହିଁ’: ରାଗି ଗଲେ କି ଅମିତାଭ, କାହିଁକି କହିଲେ ଏମିତି …

ମୁମ୍ବାଇ: ଗତ କିଛି ଦିନ ହେବ ପୁଷ୍ପା ୨ ଏବଂ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି l ପୁଷ୍ପା ୨ର ସଫଳତାଠୁ ଆରମ୍ଭ କରି ଅଲୁଙ୍କ ଗିରଫ ପର୍ଯ୍ୟନ୍ତ ସବୁଠି ଏହି ଗୋଟିଏ ଚର୍ଚ୍ଚା l ଏହାରି ଭିତରେ କୌନ ବନେଗା କରୋଡପତି - ୧୬ ଶେଷ ଅଧ୍ୟାୟରେ ଜଣେ ପ୍ରତିଯୋଗୀ ପୁଷ୍ପ ୨…

ଇଭି ଶୋ’ ରୁମରେ ଅଗ୍ନିକାଣ୍ଡ, ଜଳିଗଲା ଏକାଧିକ ଗାଡ଼ି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ରେଡ୍ଡୀ ଗ୍ୟାରେଜ ଛକ ନିକଟରେ ଥିବା ଇଭି ଶୋ' ରୁମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜଳିଗଲା ଏକାଧିକ ଗାଡ଼ି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ସୂଚନା ଅନୁସାରେ ଆଜି ସକାଳେ ଇଭି ଶୋ'…

୧୩ ହଜାର ଟଙ୍କା ଦରମାରେ ପ୍ରେମିକାଙ୍କୁ ଫ୍ଲାଟ୍ ଗିଫ୍ଟ, ହୀରାର ଚଷମା ଲଗାଇ ଦାମୀ କାରରେ ବୁଲନ୍ତି ଯୁବକ

ମୁମ୍ବାଇ: ଠିକା ଚାକିରି। ପୋଷ୍ଟ, କମ୍ପ୍ୟୁଟର ଅପରେଟର। ଦରମା ମାତ୍ର ୧୩ ହଜାର। ହେଲେ ଯୁବକଙ୍କ ପାଖରେ ଅଛି ବିଏମଡବ୍ଲୁ କାର ଓ ଦାମୀ ଏସୟୁଭି। ଆଉ ଏହି ଦରମାରେ ଗର୍ଲଫ୍ରେଣ୍ଡକୁ ୪ ବିଏଚକେ ଫ୍ଲାଟ୍ ଗିଫ୍ଟ ବି ଦେଇଛନ୍ତି। ସତରେ ଏପରି ସମ୍ଭବ କି? ହଁ ଏପରି ଏକ ଘଟଣା ସାମ୍ନାକୁ ମହାରାଷ୍ଟ୍ରରୁ।…

‘ଖାଲି ପ୍ରଧାନମନ୍ତ୍ରୀ ନୁହେଁ, ଅର୍ଥମନ୍ତ୍ରୀ ବି ସଂଯୋଗବଶତଃ ବନିଥିଲି..’ କାହିଁକି ଏମିତି କହିଥିଲେ…

ନୁଆଦିଲ୍ଲୀ: ଆଉ ନାହାନ୍ତି ଭାରତର ୧୪ ତମ ପ୍ରଧାନମନ୍ତ୍ରୀ ତଥା ଭାରତର ଅର୍ଥନୀତିକୁ ନୂଆ ଦିଗ ଦେଖାଇଥିବା ମହାନ୍ ବ୍ୟକ୍ତିତ୍ବ ଡକ୍ଟର ମନମୋହନ ସିଂହ । ଆଜି ତାଙ୍କୁ ଦେଶ ଝୁରୁଛି । ସୋସିଆଲ ମିଡିଆରେ ମନମୋହନଙ୍କ ପ୍ରତିଟି କଥା ପ୍ରତିଟି ଭିଡିଓ ସତେ ଯେପରି ହୃଦୟ ଛୁଉଁଛି । ଥରେ ସିଏ ତାଙ୍କ…

୨୦୨୪ ଲୋକସଭା ନିର୍ବାଚନ: ୨୮% ଆସନରେ ପ୍ରତିଦ୍ୱନ୍ଦିତା କରିନାହାଁନ୍ତି ମହିଳା ପ୍ରାର୍ଥୀ

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଇକରା ହାସନ, କଙ୍ଗନା ରଣାୱତ, ସୁପ୍ରିୟା ସୁଲେ ପର୍ଯ୍ୟନ୍ତ ଅନେକ ମହିଳା ନେତ୍ରୀ ଲୋକସଭା ନିର୍ବାଚନରେ ​​ଏବଂ ସଂସଦରେ ମଧ୍ୟ ବିଜୟୀ ହୋଇଛନ୍ତି। ଏହି ମହିଳାମାନେ ଦେଶର ପ୍ରତ୍ୟେକ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିଆସୁଛନ୍ତି। କିନ୍ତୁ ଆପଣ…

“ଆପଣଙ୍କୁ ଚିହ୍ନିବା ପାଇଁ ମୋତେ ଦଶ ବର୍ଷ ଲାଗିଗଲା”, କ୍ଷମା ମାଗି କାହିଁକି ମନମୋହନଙ୍କୁ ଏପରି କହିଥିଲେ…

ନୂଆଦିଲ୍ଲୀ: ପରଲୋକରେ ବିଶ୍ୱ ପ୍ରସିଦ୍ଧ ଅର୍ଥନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ l 92 ବର୍ଷ ବୟସରେ ସେ ଦିଲ୍ଲୀ ସ୍ଥିତ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ତାଙ୍କ ପରଲୋକରେ ଦେଶ ତଥା ବିଦେଶରେ ଶୋକର ଲହରୀ ଖେଳିଯାଇଛି । ତାଙ୍କର ସରଳ ବ୍ୟକ୍ତିତ୍ୱ ଏବଂ…

ବଢିଲା କାର୍ଯ୍ୟକାଳ, ମୋହନ ସରକାରରେ ଆହୁଜାଙ୍କୁ ଆହୁରି ବର୍ଷେ..

ଭୁବନେଶ୍ବର: ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ମୋହନ ସରକାରରେ ଆହୁରି ବର୍ଷେ କାମ କରିବେ ମୁଖ୍ୟ ଶାସନ ସଚିବ ଆଇଏଏସ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳକୁ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୩୧ ତାରିଖରେ ମନୋଜ ଆହୁଜାଙ୍କ…

କଂଗ୍ରେସକୁ ବିଦା କରିବ ଆପ୍: ଇଣ୍ଡି ମେଣ୍ଟ ସହ ହେବ ବଡ ଆଲୋଚନା…

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ନିର୍ବାଚନ ଥିବା ବେଳେ ଏବେ ଦିଲ୍ଲୀ ରାଜନୀତିରେ ବିଭିନ୍ନ ଦୃଶ୍ୟପଟ୍ଟ ଦେଖିବାକୁ ମିଳିଛି । ଯେଉଁଠି ଆପ୍ ପାଇଁ ବିଜେପି ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ସବୁଠି ଚର୍ଚ୍ଚା ହେଉଥିଲା ସେଠି ଏବେ ମୁହାଁ ମୁହିଁ ହୋଇଛନ୍ତି ଆପ୍-କଂଗ୍ରେସ । ଇଣ୍ଡି ମେଣ୍ଟ ଏକାଠି…

ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ

ଧର୍ମଗଡ଼: ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ l କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ ଭିଜିଲାନ୍ସ ପଞ୍ଝାରୁ ଫେରାର l ଏକ ମାମଲାର ରଫାଦଫା ପାଇଁ ୩୫୦୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ ମୁକୁନ୍ଦ ଖେମୁଣ୍ଡୁଙ୍କୁ ଧରିଥିଲା ଭିଜିଲାନ୍ସ l…

ଅଫେରା ରାଇଜରେ ମନମୋହନ ସିଂ, ନଜର ପକାନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଉପରେ

ନୂଆଦିଲ୍ଲୀ: ଆରପାରିର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତ ହରାଇଛି ଜଣେ ମହାନ୍ ଅର୍ଥନୀତିଜ୍ଞ ଆଉ ଜଣେ ସରଳ ବ୍ୟକ୍ତିତ୍ବ ମାର୍ଗଦର୍ଶକ । ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ…