ଗ୍ରୀଷ୍ମକାଳୀନ ଛୁଟିର ନାମ ପରିବର୍ତ୍ତନ
ନୂଆଦିଲ୍ଲୀ: ଗ୍ରୀଷ୍ମକାଳୀନ ଛୁଟିର ନାମ ପରିବର୍ତ୍ତନ କରିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ଏହାର ନାମ ଆଂଶିକ କାର୍ଯ୍ୟ ଦିବସ ବା ‘ଆଂଶିକ ନ୍ୟାୟାଳୟ କାର୍ଯ୍ୟ ଦିବସ’ ରଖାଯାଇଛି।
ତେବେ ଯେତେବେଳେ ଅନେକ ବିଭାଗ କୋର୍ଟର ଦୀର୍ଘ ଛୁଟିଦିନ ଉପରେ ପ୍ରଶ୍ନ ଉଠାଇଥିଲେ ସେତିକିବେଳେ…