Latest Odisha News

BREAKING NEWS

ଆମେରିକାରେ ଟ୍ରମ୍ପଙ୍କ ବିଜୟ ପରେ କମୁଛି ସୁନା ଦର!

ନୂଆଦିଲ୍ଲୀ: କୁହାଯାଏ ଯେ ସମଗ୍ର ବିଶ୍ୱର ଅର୍ଥନୀତିର ଗତିପଥ ଆମେରିକା ସ୍ଥିର କରେ । ସେଠାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପରେ ଏବେ ଏହା ପ୍ରମାଣିତ ହୋଇଥିବା ଜଣାପଡିଛି । ଆମେରିକାରେ ରାଷ୍ଟ୍ରପତିଙ୍କ ଦାୟିତ୍ବ କିଏ ଗ୍ରହଣ କରିବ ତାହା ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ସୁନା ମୂଲ୍ୟ କ୍ରମାଗତ…

ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ଶୀତ ଉଭାନ

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତ ଋତୁ ହେଲେ ଏପର୍ଯ୍ୟନ୍ତ ଶୀତର ନାଁ ଗନ୍ଧ ନାହିଁ । କେବଳ ଦାରିଙ୍ଗବାଡି, ଜି.ଉଦୟଗିରି ଓ ସେମିଳିଗୁଡାର କିଛି ଅଞ୍ଚଳକୁ ଛାଡି ଦେଲେ ଆଉ ସବୁଠି ଶୀତ ଉଭାନ ରହିଛି । ତେବେ ଜଳବାୟୁ ପରିବର୍ତ୍ତନ ଏବଂ ମୌସୁମୀ ବାୟୁ ଫେରିଯିବା ପରେ ବାତ୍ୟା ଓ ବର୍ଷା…

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ

କଟକ: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା’ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ । ତେବେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିବା ସହ ତାଙ୍କୁ ବ୍ଲାକମେଲିଂ କରି…

ଛଟ ପୂଜାର ଶେଷ ଦିନ: ନଦୀପଠାରେ ଲାଗିଛି ବ୍ରତଧାରୀଙ୍କ ଲମ୍ବା ଭିଡ଼

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ଛଟ ପୂଜାର ଶେଷ ଦିନ । ଚାରି ଦିନ ଧରି ଅନୁଷ୍ଠିତ ହେଉଥିବା ପୂଜା ଆଜି ସମାପନ ହେଉଛି। ଶେଷ ଦିନରେ ବ୍ରତଧାରୀ ମାନେ ନଦୀରେ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଛନ୍ତି । ବିଶେଷ କରି ବିହାରୀ ସମ୍ପ୍ରଦାୟର ଲୋକେ ଏହି ପୂଜାକୁ ଧୁମଧାମରେ ପାଳନ…

ରେକର୍ଡ ଭାଙ୍ଗୁଛି ତାତି: ୨୦୨୪ ସବୁଠୁ ଉତ୍ତପ୍ତ ବର୍ଷ

ଭୁବନେଶ୍ଵର: ଉତ୍ତପ୍ତ ହେଉଛି ପୃଥିବୀ, ରେକର୍ଡ ଭାଙ୍ଗୁଛି ତାତି । ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ତେବେ ୨୦୨୪ ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ ହେବାର କାରଣ ହେବ ‘ଏଲ୍‌ ନିନୋ’ । ସେପଟେ ବିଶ୍ୱ ତାପମାତ୍ରାରେ…

ଆସିଲା ହ୍ଵାଟସ୍ ଆପର ଦମଦାର ଫିଚର: ଏଣିକି ଫେକ୍ ଫଟୋର ସତ୍ୟତା ଜାଣିପାରିବେ ଉପଭୋକ୍ତା

ନୂଆଦିଲ୍ଲୀ: ହ୍ଵାଟସ୍ ଆପ୍ ପ୍ରତି ମାସରେ କିଛି ନୂଆ ଫିଚର ରୋଲଆଉଟ କରିଥାଏ ଏବଂ ଏହି ଫିଚରକୁ ନେଇ ଆଲୋଚନା ମଧ୍ୟ ହୁଏ । ୟୁଜରମାନେ ଏହି ଫିଚର ବିଷୟରେ ଅଳ୍ପ ବହୁତ ଜାଣିବା କ୍ଷଣି ହିଁ ପୁଣି ହ୍ଵାଟ୍ସଆପ୍ ଆଉ ଏକ ନୂଆ ଫିଚର ରୋଲଆଉଟ୍‌ କରେ ଏବଂ ଲୋକମାନେ ଫୁଣି ନୂଆ ଫିଚର ବିଷୟରେ ଜାଣିବାକୁ…

ଶୀତ ଋତୁ ଆଉ ଶାଗ: ଜାଣନ୍ତୁ ଏହାର ଉପକାରିତା

ଭୁବନେଶ୍ଵର: ଶୀତ ଋତୁ ଆସିଲେ ଶାଗ ଖାଇବାର ମଜା ସତରେ ଖୁବ୍ ନିଆରା । ଶୀତ ଋତୁ ଆସିବା କ୍ଷଣି ବଜାରରେ ଜମିଥାଏ ବିଭିନ୍ନ ପ୍ରକାରର ଶାଗର ଆସର । ପାଳଙ୍ଗ, ମେଥି, ଶୁନୁଶୁନିଆ, ଖଡ଼ା ଶାଗ, ମୂଳା ଶାଗ ଏମିତି କେତେ ପ୍ରକାରର ଶାଗ ବଜାରରେ ମିଳିଥାଏ । ଶୀତ ଦିନେ ଶାଗ ପାଟିକୁ ମଧ୍ୟ ଖୁବ ସୁଆଦିଆ…

ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ଵପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବରେ ଯୋଗଦେବା ପୂର୍ବରୁ କ୍ରିୟା ଯୋଗ ଆଶ୍ରମ ପରିସରରେ ଥିବା ଗୋଶାଳା ପରିଦର୍ଶନ କରିବା ସହ ଗୋ ପୂଜନ କରିଛନ୍ତ। ପରେ ଗୋ ନବରାତ୍ର ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ବାଲିଘାଇ ସ୍ଥିତ କ୍ରୀୟାଯୋଗ ଆଶ୍ରମ…

ଲଣ୍ଡନରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ସାକ୍ଷାତ କଲେ ଉପ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର : ଆଜି ଲଣ୍ଡନଠାରେ ଗତ ୬୪ ବର୍ଷ ଧରି ଲଣ୍ଡନରେ ଵାସ କରୁଥିବା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ଭେଟିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଶ୍ରୀ ମହାନ୍ତିଙ୍କ ସହ ସାକ୍ଷାତକାର ସୌଭାଗ୍ୟ ଏବଂ ଗର୍ବର ବିଷୟ। ନିଜର ଚମତ୍କାର ଚିତ୍ରକଳା…

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦର୍ଶିତ ହେଲା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର…

ଭୁବନେଶ୍ଵର: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଏବଂ କୁସଂସ୍କାରକୁ ସମାଜରୁ ଦୂର କରିବା ପାଇଁ ଜଣେ ରୋଗୀକୁ ସ୍ନେହ, ଶ୍ରଦ୍ଧା, ଯତ୍ନ ଓ ସହଯୋଗର ଆବଶ୍ୟକତା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ଛାତ୍ର-ଛାତ୍ରୀମାନଙ୍କ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ…