Latest Odisha News

BREAKING NEWS

ରାମ ଗୋପାଳ ବର୍ମାଙ୍କୁ ୩ ମାସ ଜେଲ ଦଣ୍ଡ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ରାମ ଗୋପାଳ ବର୍ମାଙ୍କୁ ୩ ମାସର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଚେକ ବାଉନ୍ସ ମାମଲାରେ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟ ଏହି ଜେଲଦଣ୍ଡ ଶୁଣାଇଛନ୍ତି । ଏହା ବ୍ୟତୀତ, ଅଭିଯୋଗକାରୀଙ୍କୁ ୩.୭୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ…

ଇରାକରେ ୯ ବର୍ଷୀୟ ଝିଅଙ୍କ ବିବାହକୁ ମଞ୍ଜୁରୀ

ବାଗଦାଦ: ଇରାକର ସଂସଦ ମଙ୍ଗଳବାର ଦିନ ବାଲ୍ୟବିବାହ ଭଳି ଏକ ବୀବାଦୀୟ ସଂଶୋଧିତ ବିଲକୁ ମଞ୍ଜୁରି ଦେଇଛନ୍ତି। ତେବେ ବହୁ ଦଶନ୍ଧି ଧରି ଚାଲିଥିବା ଏହି ଆଇନରେ ସଂଶୋଧନ ପରେ ବର୍ତ୍ତମାନ ୯ ବର୍ଷ ବୟସର ଝିଅମାନଙ୍କୁ ବିବାହ ମଞ୍ଜୁରି ମିଳିଛି। ଇରାକୀ ସଂସଦର ୱେବସାଇଟ୍ ଅନୁଯାୟୀ, ଏହା…

କୋଟାରେ ବଢୁଛି ନିଟ୍ ଛାତ୍ରମୃତ୍ୟୁ; ବ୍ୟବସ୍ଥାରେ ସୁଧାର ଆଣନ୍ତୁ ସରକାର-ପ୍ରିୟଙ୍କା

କୋଟା: ରାଜସ୍ଥାନ କୋଟାରେ ନିଟ୍  ଛାତ୍ରଙ୍କ ଆତ୍ମହତ୍ୟା ବନ୍ଦ ହେବାର ନା ନେଉନି। ଦିନକୁ ଦିନ ବଢିବାରେ ଲାଗିଛି ଆତ୍ମହତ୍ୟା ସଂଖ୍ୟା । ଗତ ବୁଧବାର ଗୁଜୁରାଟର ଜଣେ ନିଟ୍  ଛାତ୍ର ଓ ଅସାମର ଜଣେ ଜେଇ ଛାତ୍ର ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗୋଟିଏ ଦିନରେ ଦୁଇ ଜଣ ଛାତ୍ରଙ୍କ…

ଏହି ଘରୋଇ ଉପାୟରେ ପାଦ ଫାଟିବା ସମସ୍ୟା ହେବ ଦୂର

ଭୁବନେଶ୍ବର: ପାଣିରେ କାମ କରିବା ଦ୍ୱାରା ପାଦରେ ପାଣି ଖାଇବା ଭଳି ସମସ୍ୟା ଦେଖାଯାଏ । ସବୁ ଋତୁରେ ପାଦ ଫାଟିଥାଏ । ତେବେ ଏହି ସମସ୍ୟାକୁ ଘରୋଇ ଉପାୟରେ ଦୂର କରି ପାରିବେ । ଏଥିସହ ପାଦକୁ ସୁନ୍ଦର କରି ପାରିବେ । - ପାଦକୁ ସଫ୍ଟ କରିବା ପାଇଁ ଗ୍ଲିସେରିନ୍ ଏବଂ ଲେମ୍ବୁ ବ୍ୟବହାର କରନ୍ତୁ।…

ସୁପର ସିକ୍ସରେ ଟିମ ଇଣ୍ଡିଆ

କୁଆଲାଲମ୍ପୁର: ଭାରତ ଏଠାରେ ଚାଲିଥିବା ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ସୁପର ସିକ୍ସରେ ପ୍ରବେଶ କରିଛି । ଗୁରୁବାର ଭାରତ ୬୦ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ ବିନିମୟରେ ୧୧୮ ରନ କରିଥିଲା । ଗୋଙ୍ଗାଦୀ ତ୍ରିଷା…

ସଂଗ୍ରାମ ଓ ଦେଶାତ୍ମବୋଧରେ ନେତାଜୀଙ୍କ ନାମ ସର୍ବାଗ୍ରେ ରହିଛି ଓ ରହିଥିବ: ମୁଖ୍ୟମନ୍ତ୍ରୀ

କଟକ: ଆଜି କଟକର ବାରବାଟୀ ଦୁର୍ଗର ସତ୍ୟବ୍ରତ ଷ୍ଟାଡିୟମ ଠାରେ ପରାକ୍ରମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ, ନେତାଜୀ ଥିଲେ ଅଦମ୍ୟ ସାହସର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କ ଜନ୍ମର ଶହେ ବର୍ଷ ପରେ ମଧ୍ୟ ଯେତେବେଳେ ସଂଗ୍ରାମ ଓ…

କ’ଣ ଏହି ଲାଇଟ ପଲ୍ୟୁସନ୍ ? ବିଶ୍ବ ପାଇଁ ପାଲଟିଛି ବଡ ବିପଦ

ନୂଆଦିଲ୍ଲୀ : ବିଷାକ୍ତ ହେଉଛି ବିଶ୍ବ। ମାଟି, ପାଣି, ବାୟୁ, ଶବ୍ଦ ପରେ ଏବେ ଭୟାନକ ହେଉଛି ଲାଇଟ ପଲ୍ୟୁସନ୍। ଏହି ଲାଇଟ ପଲ୍ୟୁସନ୍ ବିଶ୍ବର ସବୁଠୁ ବଡ ଟେଲିସ୍କୋପ ପାଇଁ ଅଡୁଆ ସୃଷ୍ଟି କରିଛି। ଏନେଇ ଚେତାବନୀ ଦେଇଛନ୍ତି ମହାକାଶ ବିଜ୍ଞାନୀ। ହାଇଡ୍ରୋଜେନ ଏନର୍ଜି ପ୍ରୋଜେକ୍ଟରୁ ବାହାରୁଥିବା…

ପୁରୀ ଜଗନ୍ନାଥ ମନ୍ଦିରରେ ଲାଗିବ ୱାଚ ଟାୱାର

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନର ଗତିବିଧି ବୃଦ୍ଧି ପାଉଥିବା ବେଳେ ଓଡ଼ିଶା ସରକାର ମନ୍ଦିର ବାହାରେ ଏକ ୱାଚ ଟାୱାର ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ଯାହା ଫଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ​​କରାଯାଇପାରିବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ…

ନକ୍ସଲଙ୍କ ବଡ ଯୋଜନା ପଣ୍ଡ କଲେ ସୁରକ୍ଷାବାହିନୀ

ବିଜାପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ବଡ ଯୋଜନା ପଣ୍ଡ କଲେ ସୁରକ୍ଷାବାହିନୀ । ଯବାନଙ୍କ ପାଇଁ ଖଞ୍ଜାଯାଇଥିବା ପ୍ରାୟ ୫୦ କିଲୋଗ୍ରାମର ଆଇଡି ଜବତ ହୋଇଛି । ଏନେଇ ଗୁରୁବାର ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଯେ, ଆଜି…

ବାରବାଟୀରେ ମ୍ୟାଚ୍‌ ଦେଖିବେ କେନ୍ଦ୍ରମନ୍ତ୍ରୀ, କିଣିଲେ ଟିକେଟ୍

ସମ୍ବଲପୁର: ଆଗାମୀ ଫେବୃଆରୀ ୯ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ କ୍ରିକେଟପ୍ରେମୀମାନେ ବେଶ୍ ଉତ୍ସାହିତ ଅଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଏହି ମ୍ୟାଚର ପ୍ରଥମ ଟିକେଟ କିଣିଥିବାର ଦେଖିବାକୁ ମିଳିଥିବା…