ପୋଲିସ ଗାଡି ଭଙ୍ଗାରୁଜା, ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା-ରାମପୁର ଥାନା ଅଞ୍ଚଳରେ ଏବେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ତେବେ ଗତକାଲି ରାତିରେ ବିନିକା ଥାନା ଅନ୍ତର୍ଗତ ପାପୀ ଗ୍ରାମର ଆନନ୍ଦ ନଗର ଅଧିବାସୀ ଲୁଟେରା ଗ୍ୟାଙ୍ଗର ୩ ଜଣ ଯୁବକଙ୍କୁ କାବୁ କରି କ୍ଲବ ଘରେ ରଖିଥିଲେ l ଆଜି ସକାଳୁ କୌଣସି…