Latest Odisha News

BREAKING NEWS

ଭାଷା ଭାଗବତ : ସର୍ବଗିଳା ଆଆଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନ ଥାଇ ଜୀବନାନୁରାଗ କଥାକୁ କହିବାର ବାଗ ବୋଲାଏ ଯେଉଁଠି କବିତା ସେଠାରେ ଲୋଡ଼ା ନିରବତା ସାହିତ୍ୟ ସେବା ନାମ ନେଇ ଯେ ଯାହା ଇଚ୍ଛା କରିଦେଇ ଯାଆଂତି ଏ ଭୂଇଁରେ ଖସି ସଭିଏଁ ପ୍ରସିଦ୍ଧି-ପ୍ରୟାସୀ କବିଂକ ଅତି ଯଶ-ପ୍ରୀତି ଯୋଗୁଁ…

ଭାରତ ନିର୍ବାଚନ କମିଶନଙ୍କ ବିଏଲଓ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ବିଏଲଓ ମାସ୍କଟ ‘ମିତା ଦିଦି’

ଭୁବନେଶ୍ୱର: ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲଓ ମାସ୍କଟ୍ (ବିଏଲଓ ଆଇକନ ଦିଦି) ‘ମିତା ଦିଦି’କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲଓ ପତ୍ରିକାରେ ମାସ୍କଟ୍ ରୂପେ ସ୍ଥାନିତ କରିଛନ୍ତି । ଓଡ଼ିଶାର ବିଏଲଓ ମାସ୍କଟ ‘ମିତା ଦିଦି’ ବର୍ତ୍ତମାନ ସମଗ୍ର ଦେଶରେ ବିଏଲଓ ମାସ୍କଟ ପାଲଟିଛି । ଏହି…

କବି ପ୍ରସନ୍ନ ମିଶ୍ରଙ୍କ ୮୩ ତମ ଜୟନ୍ତୀ ‘ଫାଲଗୁନ ଆସର’ ପାଳିତ

ଭୁବନେଶ୍ବର : ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ୮୩ ତମ ଜୟନ୍ତୀ ‘ଫାଲଗୁନ ଆସର’ ଶୀର୍ଷକରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏହି ସାହିତ୍ୟିକ ଆସରରେ କବି କେଦାର ମିଶ୍ରଙ୍କ ସଭାପତିତ୍ବରେକବି ଆଶୁତୋଷ ପରିଡ଼ା ମୁଖ୍ୟ ଅତିଥି, କବି ଭରତ ବେହେରା ମୁଖ୍ୟବକ୍ତା,…

ସାତକୋଶିଆ ଅଭୟାରଣ୍ୟରେ କଳା ବାଘୁଣୀ ସହ ଯାଆଁଳା ଛୁଆ

ଭୁବନେଶ୍ୱର: ବନ ବିଭାଗ କ୍ୟାମେରାରେ କଏଦ ହୋଇଛି କଳା କଲରାପତରିଆ ବାଘୁଣୀ ସହ ଦୁଇ ଯାଆଁଳା ବାଘ ଛୁଆ । ଦୁଇ ଯାଆଁଳା ବାଘ ଛୁଆ ମଧ୍ୟରୁ ଗୋଟିଏ ସାଧାରଣ ହୋଇଥିବା ବେଳେ ଆଉ ଗୋଟିଏ କଳା ରଙ୍ଗର ହୋଇଥିବା ଦେଖିବାକୁ ମିଳିଛି । ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଏହି କଳା କଲରାପତରିଆ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଆତ୍ମା ରୂପୀ ନାରାୟଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଜି ଆତ୍ମା ରୂପୀ ନାରାୟଣ ବୋଲି ବିବେଚନା କରିବା କାରଣ ନାମ ମହାତ୍ମ୍ୟ ବର୍ଣ୍ଣନା ସମୟରେ ମନରେ ବିଭିନ୍ନ ନାମକୁ ନେଇ ଯେଉଁ ଦ୍ଵନ୍ଦ ଉପୁଜିଲା ତାହା…

ଦୁଇ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ବିଭିନ୍ନ ସ୍ଥାନରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ସେହିପରି ଆଜି (ମଙ୍ଗଳବାର) ଓ ଆସନ୍ତାକାଲି ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ସହ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି । ସେଥିପାଇଁ ସତର୍କ ସୂଚନା…

ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ଗୁରୁତର

ବାଲେଶ୍ୱର: ଶିକାରୀଙ୍କ ଗୁଳିରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ଏଥିସହ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା  ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ । ସୂଚନାଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହେଇଥିଲେ…

ନାତିକୁ ନାରାୟଣ ମୂର୍ତ୍ତିଙ୍କ ମହଙ୍ଗା ଉପହାର; ରାତାରାତି  ୨୪୦ କୋଟିର ମାଲିକ ହେଲା ଏକାଗ୍ର

ନୂଆଦିଲ୍ଲୀ: ଇନଫୋସିସ୍ ସହ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୂର୍ତ୍ତି ସବୁବେଳେ ନିଜ କଥା ତଥା ନିଷ୍ପତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏଥର ନାତିଙ୍କୁ ଦେଇଥିବା ମହଙ୍ଗା ଉପହାର ପାଇଁ ଚର୍ଚ୍ଚାରେ ଅଛନ୍ତି ନାରାୟଣ ମୂର୍ତ୍ତି । ମାତ୍ର ୪ ମାସ ବୟସର ନାତି ଏକାଗ୍ର ରୋହନ…

ପୁରୀ ଲୋକସଭା ଆସନ ପାଇଁ ବିଜେଡିରୁ ପିନାକୀ ଆଉଟ୍ ଅରୂପ ଇନ୍?

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରୁ କିଏ ବିଜେଡି ସେନାପତି ? ପୁରୀ ସଂସଦୀୟ କ୍ଷେତ୍ରରୁ କାହାକୁ ଓହ୍ଲାଇବ ବିଜେଡି ? ପିନାକୀଙ୍କ ଜାଗାରେ ଲଢିବେ କି ଅରୂପ ପଟ୍ଟନାୟକ ? ଗଡ ରକ୍ଷା ପାଇଁ କାହାକୁ ପ୍ରାର୍ଥୀ କରିବ ବିଜେଡି ? ପୁରୀ ଲୋକସଭା ଆସନରେ ଏଥର ବି ହେବ ହାଇଭୋଲଟେଜ୍ ଲଢେଇ । ବିଜେପିକୁ କୌଣସି…

ବିଜେପିରେ ଅରିନ୍ଦମ: କଣ ଦେଉଛି ସଙ୍କେତ ?

ଭୁବନେଶ୍ୱର: କାହିଁକି ବିଜେଡି ଛାଡି ବିଜେପିକୁ ଗଲେ ଅରିନ୍ଦମ ? ପାରିବାରିକ ବିବାଦ ନା ପଲିଟିକାଲ ଷ୍ଟ୍ରାଟେଜି ? ବିଜେଡି ଉପରେ ଭରସା ପାଇଲାନି କି ? ନା ପଲିଟିକାଲ୍ ମୁଭ ପଛରେ ରହିଛି ଆଉ କିଛି କାରଣ ? ବିଜେଡିର ହେଭିୱେଟ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହୋଇ ବି କେମିତି ଦଳରେ କୋଣଠେସା…