ବଳ ଗୋଟାଉଛି ବିଜେପି: ବିଜେପି-ପିଏମକେ ଆସନ ବୁଝାମଣା ଚୂଡ଼ାନ୍ତ
ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପାଇଁ ମେଣ୍ଟ କରିବେ ପିଏମକେ ଓ ଭାଜପା । ଏନେଇ ପିଏମକେ ଘୋଷଣା କରିଛି । ମୋଟ୍ ୩୯ଟି ଲୋକସଭା ଆସନରୁ ପିଏମକେକୁ ୧୦ଟି ଆସନ ମିଳିଥିବା ସୂଚନା ମିଳିଛି । ଆଞ୍ଚଳିକ ଦଳ ପିଏମକେ ୧୦ ବର୍ଷ ହେବ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଛି। ଏହି ଦଳ ଏନଡିଏ ସହ…