ରାଜନୀତିରେ ପ୍ରବେଶ ପରେ କଣ ଅଭିନୟ ଛାଡିଦେବେ ଅରୁଣ ଗୋଭିଲ, ଜାଣନ୍ତୁ କଣ କହିଲେ ଅଭିନେତା
ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆରେ ସବୁଠାରୁ ଲୋକପ୍ରିୟ ଅଭିନେତା ତଥା ରାମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଚଳିତବର୍ଷ ରାଜନୀତିରେ ପ୍ରବେଶ କରିବା ସହିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । । ମେରଟ ଆସନରୁ ବିଜେପି ପାର୍ଥୀ ଭାବେ…