ହିନ୍ଦୁଙ୍କ ଭାବନା ସହ ଖେଳୁଛି କି ପାକିସ୍ତାନ! ସରକାର ଭାଙ୍ଗିଲେ ବହୁ ପୁରାତନ ହିନ୍ଦୁ ମନ୍ଦିର
ନୂଆଦିଲ୍ଲୀ: ହିନ୍ଦୁମାନଙ୍କ ଭାବନା ସହ ଖେଳୁଛି କି ପାକିସ୍ତାନ! ହିନ୍ଦୁମାନଙ୍କ ଉପରେ ରାଗ ସୁଝାଉଛି କି ପାକିସ୍ତାନ! ଦୀର୍ଘ ଦିନ ଧରି ବନ୍ଦ ପଡି ରହିଥିବା ବହୁ ପୁରାତନ ହିନ୍ଦୁ ମନ୍ଦିରକୁ ଭାଙ୍ଗିଲା ପାକିସ୍ତାନ । ଖାଇବର ପଖ୍ତୁନଖୱା ପ୍ରଦେଶର ଏକ ଐତିହାସିକ ହିନ୍ଦୁ ମନ୍ଦିରକୁ ଭାଙ୍ଗି…