Latest Odisha News

BREAKING NEWS

ବ୍ଲାକରୋଜ୍ ଜାହାଜ ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ସିବିଆଇ

କଟକ: ପୁଣି ଚର୍ଚ୍ଚାରେ ବ୍ଲାକରୋଜ ଜାହାଜ ବୁଡିବା ଘଟଣା । ଏହି ଘଟଣାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାର ଆବେଦନକାରୀଙ୍କ ସମ୍ପର୍କରେ ତଥ୍ୟ ଲୋଡିଛନ୍ତି ହାଇକୋର୍ଟ । ଏନେଇ ଆଜି କୋର୍ଟରେ ସତ୍ୟପାଠ ଦାଖଲ କରିଛି ସିବିଆଇ । ଏହି ମାମଲାର ତଦନ୍ତ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ଦୁଇ…

ରାଜନୀତିକୁ ଓହ୍ଲାଇବେ କି କଙ୍ଗନା! କେଉଁ ସିଟରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ; ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ଘଟଣା ଯାହା ବି ହେଉ ନା କାହିଁକି କଙ୍ଗନା ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରନ୍ତି । ବେଳେବେଳେ ଏହି କାରଣରୁ ସେ ବିବାଦ ଘେରରେ ମଧ୍ୟ ରହିଥାଆନ୍ତି । କୁହାଯାଉଛି ଯେ କଙ୍ଗନା…

ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ମୃତ

ନବରଙ୍ଗପୁର: ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ମୃତ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ମୃଗବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ଛାତ୍ରଜଣକ ନବରଙ୍ଗପୁରର ଜି.ଈଶ୍ୱର ରାଓ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଜି ଈଶ୍ୱର…

ଆସନ୍ତାକାଲିଠୁ କୁଲଡ଼ିହା ଅଭୟାରଣ୍ୟରେ କମ୍ବିଂ ଅପରେସନ: ବନ୍ୟପ୍ରାଣୀ ପିସିସିଏଫ୍

ଭୁବନେଶ୍ୱର: ଆସନ୍ତାକାଲିଠୁ ଶିମିଳିପାଳ କୁଲଡ଼ିହା ଅଭୟାରଣ୍ୟ ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ ହେବ । ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ ଆସନ୍ତାକାଲି ସକାଳୁ ମିଳିତ କମ୍ୱିଂ ଆରମ୍ଭ କରିବେ । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି ।…

ବଢିଲା ବାବା ରାମଦେବଙ୍କ ଅଡୁଆ, କୋର୍ଟରେ ହାଜର ହେବେ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣା

ନୂଆଦିଲ୍ଲୀ: ବଢିଲା ବାବା ରାମଦେବଙ୍କ ଅଡୁଆ । ଅବମାନନା ବିଜ୍ଞପ୍ତିର ଉତ୍ତର ନଦେବାରୁ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଓ ବାବା ରାମଦେବଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।…

ବଢୁଛି ଖରାର ପ୍ରକୋପ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର: ଆଗାମୀ ଦିନ ମାନଙ୍କରେ ଗ୍ରୀଷ୍ମ ପ୍ରବାହରେ ବୃଦ୍ଧି ଘଟିବ । ଏନେଇ ସତର୍କ କରିଛି ପାଣିପାଗ ବିଭାଗ । ତେଣୁ ଏବେଠୁ ପ୍ରସ୍ତୁତ ରହିବା ସହ ସ୍କୁଲ ସମୟ ସାରଣୀରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଏହାସହ ସାଧାରଣ ନିର୍ବାଚନକୁ ଆଖିରେ ରଖି…

ଶ୍ରୀକୃଷ୍ଣ ଜନ୍ମଭୂମୀ ବିବାଦ: ମସଜିଦ କମିଟି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମୀ ବିବାଦ ଉପରେ ସୁପ୍ରିମକୋର୍ଟ ମସଜିଦ୍ କମିଟିର ଆବେଦନକୁ  ପ୍ରତ୍ୟାଖ୍ୟାନ କରିଛନ୍ତି ।  ମସଜିଦ କମିଟି ଦ୍ୱାରା ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ  ଚ୍ୟାଲେଞ୍ଜ କରି ଏହି ଆବେଦନ କରାଯାଇଥିଲା । ଏହି ଆବେଦନରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ…

ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ

ନୂଆଦିଲ୍ଲୀ: ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ । ଗତକାଲି ବିଜେପିର ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିଲେ ପଶୁପତି ପାରସ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପାରସ କହିଛନ୍ତି…

ବରଗଡରେ ମନରେଗା ଯୋଜନା ସଂପୂର୍ଣ୍ଣ ଫେଲ, ସରକାରୀ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ

ବରଗଡ: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାରର ଯୋଜନା ରହିଥିଲେ ମଧ୍ୟ ଅନେକ ଯୋଜନା ଲୋକଙ୍କ ନିକଟକୁ ପହଞ୍ଚିପାରୁନାହି ଏବଂ ଯେଉଁ ଯୋଜନା ଲୋକଙ୍କ ନିକଟକୁ ପହଞ୍ଚିପାରୁଛି ସେଥିରେ ସରକାରୀ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ହିତାଧିକାରୀ ମାନେ ସରକାରଙ୍କ ଯୋଜନାର ଲାଭ…

ବଳ ଗୋଟାଉଛି ବିଜେପି: ବିଜେପି-ପିଏମକେ ଆସନ ବୁଝାମଣା ଚୂଡ଼ାନ୍ତ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପାଇଁ ମେଣ୍ଟ କରିବେ ପିଏମକେ ଓ ଭାଜପା । ଏନେଇ ପିଏମକେ ଘୋଷଣା କରିଛି । ମୋଟ୍ ୩୯ଟି ଲୋକସଭା ଆସନରୁ ପିଏମକେକୁ ୧୦ଟି ଆସନ ମିଳିଥିବା ସୂଚନା ମିଳିଛି । ଆଞ୍ଚଳିକ ଦଳ ପିଏମକେ ୧୦ ବର୍ଷ ହେବ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଛି। ଏହି ଦଳ ଏନଡିଏ ସହ…