ବିରୋଧୀଙ୍କୁ ମୋଦୀଙ୍କ ଜବାବ, ଆମ୍ବେଦକର ଚାହିଁଲେ ମଧ୍ୟ ସମ୍ବିଧାନକୁ ଉଚ୍ଛେଦ କରିପାରିବେନି
ଜୟପୁର: ରାଜସ୍ଥାନର ବାରମେରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସମ୍ବିଧାନକୁ ନଷ୍ଟ କରିବାକୁ ଲକ୍ଷ୍ୟ ରଖିଛି ବୋଲି ବିରୋଧୀଙ୍କ ଦାବିର ଜବାବ ଦେଇଛନ୍ତି। ସେ ଦୃଢ଼ତାର ସହ କହିଛନ୍ତି ଯେ ତାଙ୍କ ସରକାର ସମ୍ବିଧାନକୁ ସମ୍ମାନ ଦିଅନ୍ତି ଏବଂ…