ପୁରୀରେ ଶଙ୍ଖ ଚିହ୍ନକୁ ଘୋଡ଼ାନଯାଉ ବୋଲି ବିଜେଡି କଲା ନିବେଦନ
ଭୁବନେଶ୍ୱର: ନିକଟରେ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ପୁରୀ ବଡ଼ଦାଣ୍ଡରେ ଥିବା ଶଙ୍ଖ ଚିହ୍ନର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଓଡ଼ିଶା ବିଜେପିର ଅଭିଯୋଗର ଜବାବରେ ନିର୍ବାଚନ ଆୟୋଗ (ଇସି) ପୂର୍ବରୁ ଗ୍ରାଣ୍ଡ…