ଅନନ୍ୟ ଉଦାହରଣ: ଜଣେ ଛାତ୍ରୀଙ୍କ ସୁନ୍ଦର ଭବିଷ୍ୟତ ଗଠନ ପାଇଁ ଦୁଇ ଲକ୍ଷ ଟଙ୍କା ପ୍ରଦାନ
ବରଗଡ଼: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ବରଗଡ ଜିଲ୍ଲା ଖଜୁରଟିକ୍ରା ଅଞ୍ଚଳର କମ୍ୟୁନିଷ୍ଟ ନେତା ସ୍ବର୍ଗତଃ ରମେଶ ଚନ୍ଦ୍ର ଗୁରୁଙ୍କ ସଞ୍ଚିତ ସମସ୍ତ ପୁଞ୍ଜି ଦୁଇ ଲକ୍ଷ ଟଙ୍କାକୁ ଜଣେ ଛାତ୍ରୀକୁ ତାହାର ସୁନ୍ଦର ଭବିଷ୍ୟତ ଗଠନ ସକାଶେ ପ୍ରଦାନ କରାଯାଇଛି । ସ୍ବର୍ଗତ ଗୁରୁଙ୍କ…