Latest Odisha News

BREAKING NEWS

ପଦ୍ମ ଧରିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ(୮୪) ବିଜେପିରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଥିବା ସାବିତ୍ରୀ ଜିନ୍ଦଲ କଂଗ୍ରେସ…

ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଲା ଓସ୍‌ଜା

ଭୁବନେଶ୍ବର: ଭାରତୀୟ ପୁ‌ରୁଷ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ନିରାଡ଼ମ୍ବର ଉତ୍ସବରେ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ହକି ପିଚ୍‌ରେ ହିଁ ପ୍ୟାରିସ୍‌ରେ…

ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୭: ଚ୍ୟାଲେଂଜ ଲିଗ ପାଇଁ ଟିମ ଘୋଷଣା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୭ ପୁରୁଷ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଗୁରୁବାର ଏ ନେଇ ଚ୍ୟାଲେଂଜ ଲିଗ ପାଇଁ ୧୨ଟି ଟିମର ନାମ ଘୋଷଣା କରାଯାଇଛି । ୨ଟି ଗ୍ରୁପର ଏହି ଟିମଗୁଡିକ ଭାଗ କରାଯାଇଛି । ବିଜେତା ଓ ଉପବିଜେତାଙ୍କୁ ବିଶ୍ୱକପ…

ବିଜେଡ଼ି ଟିକେଟ ଘୋଷଣା ପରେ ଜଗା ଦର୍ଶନ ସହ ଆଶୀର୍ବାଦ ନେଲେ ପ୍ରଣବ ପ୍ରକାଶ ଓ ସଞ୍ଜୟ ଦାସବର୍ମା

ପୁରୀ: ନିର୍ବାଚନ ପାଇଁ ବିଜେଡି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଚଳିତ ବର୍ଷ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ସେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ଭାବେ…

ରୋହିତଙ୍କ ପାଖକୁ ଫେରିବ କି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଦାୟିତ୍ୱ

ମୁମ୍ବାଇ: ୫ ଥର ଆଇପିଏଲ ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଏଥର ସେତେଟା ଉତ୍ସାହଜନକ ରହି ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ତାର ପ୍ରଥମ ୨ଟି ମ୍ୟାଚରେ ପରାଜିତ ହୋଇଛି । ରୋହିତଙ୍କୁ ଅଧିନାୟକ ପଦରୁ ହଟେଇବା ପରେ ମୁମ୍ବାଇ ଟିମ ଏକ ପ୍ରକାର ଦୁଇ…

ଏମାନଙ୍କର ଟିକେଟ୍ କାଟିଲା ବିଜେଡି ?

ଭୁବନେଶ୍ନର: ଲୋକସଭା ପାଇଁ ୧୫ ଯୋଦ୍ଧା ଘୋଷଣା କରିଛି ବିଜେଡି । ୨୩ ଜିଲ୍ଲାର ୭୨ ବିଧାୟକ ପ୍ରାର୍ଥୀ ତାଲିକା ଜାରି ହୋଇଛି । କଟିଲା ଆସିକା ଓ ଢେଙ୍କାନାଳ ସାଂସଦଙ୍କ ଟିକେଟ । ଢେଙ୍କାନାଳରୁ ମହେଶ ସାହୁଙ୍କୁ ପ୍ରାର୍ଥୀ କରିନି ଦଳ । ତାଙ୍କ ସ୍ଥାନରେ ନବାଗତ ଅବିନାଶ ସାମଲଙ୍କୁ ଲୋକସଭା ଟିକେଟ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଭିନ୍ୟୁ ସୁପରଭାଇଜର ଓ ଅବସରପ୍ରାପ୍ତ ଅମୀନ ଗିରଫ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜଗତସିଂହପୁରର ଜମି ଅଧିଗ୍ରହଣ ଅଧିକାରୀଙ୍କ ଅଫିସର ରେଭିନ୍ୟୁ ସୁପରଭାଇଜର ଗଣେଶ ମଲ୍ଲିକ। ତାଙ୍କ ସହିତ କ୍ଷୀରୋଦ ରଥ ନାମକ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। କ୍ଷୀରୋଦ ଜଣେ ବରିଷ୍ଠ ଅମୀନ, ଯିଏ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି। ୪୦୦୦ ଟଙ୍କା ଲାଞ୍ଚ…

ଶିବସେନାରେ ସାମିଲ ହେଲେ ଗୋବିନ୍ଦା; କହିଲେ, ‘ବନବାସ ସାରି ରାମ ରାଜ୍ୟକୁ ଫେରିଲି’

ମୁମ୍ବାଇ: ଶିବସେନାରେ ସାମିଲ ହେଲେ ବିଲଉଡ ଅଭିନେତା ଗୋବିନ୍ଦା । ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି । ଗୋବିନ୍ଦାଙ୍କୁ ଶିବସେନାରୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ବୁଧବାର ଗୋବିନ୍ଦା ଶିନ୍ଦେ କ୍ୟାମ୍ପ…

‘ମୁଁ ମୋ ନିଜ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଛି, ଆଉ କାହାକୁ ଗୁରୁତ୍ୱ ଦେଉନାହିଁ’

ପୁରୀ: ବିଜେପିରୁ ପୁଣି ଲୋକସଭା ପ୍ରାର୍ଥୀ ଭାବେ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ଲଢ଼ିବେ । ଏନେଇ ବିଜେପି ଘୋଷଣା କରିବାପରେ ନିର୍ବାଚନ ଯୁଦ୍ଧକୁ ଓହ୍ଲାଇବ ପୁର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି…

‘ନବୀନଙ୍କ ନାଁ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ୱାର୍ଡମେମ୍ବର ଜିତିବାର କ୍ଷମତା ନାହିଁ’

ଭୁବନେଶ୍ବର: ଆଜି ବିଜେପି ରେ ଯୋଗଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକସଭା ସାସଂଦ ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା । ବିଜେଡିର ଦୁଇ ହେଭିଓ୍ବେଟ୍ ନେତା ବିଜେପିରେ ସାମିଲ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ସାମସଦ…