ଭାରତୀୟ ସଂସ୍କୃତି ପାଇଁ କଳଙ୍କ ‘ଲିଭ୍-ଇନ ରିଲେସନଶିପ୍’
ବିଳାସପୁର: ଲିଭ୍-ଇନ୍ ରିଲେସନଶିପ୍ ଯେମିତି ଆଜିକାଲିର ଗୋଟେ ଟ୍ରେଣ୍ଡ ହୋଇଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଧିକାଂଶ ଯୁବପିଢି ବିବାହ ପୂର୍ବରୁ ଲିଭ-ଇନ୍ ରିଲେସନଶିପ୍ରେ ରହିବାକୁ ପସନ୍ଦ କରୁଛନ୍ତି। ବିବାହ ପୂର୍ବରୁ ପରସ୍ପରକୁ ଭଲ ଭାବେ ଜାଣିବା ପାଇଁ ଯୁବକ-ଯୁବତୀ…