Latest Odisha News

BREAKING NEWS

ଜେଲ ଭିତରେ ବଳ କଷାକଷି: ଆହତ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି କହିଲେ ଡିସିପି

ଭୁବନେଶ୍ୱର: ଝାରପଡା ଜେଲରେ କଏଦୀଙ୍କ ମଧ୍ୟରେ ବଳ କଷାକଷି ହେବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ଝାରପଡ଼ା ଜେଲରେ ସାମାନ୍ୟ ମତଭେଦ ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ଅନେକ କଏଦୀ ଆହତ ହୋଇଛନ୍ତି। ଜେଲ୍ କ୍ୟାଣ୍ଟିନ୍ ନିକଟରେ କଏଦୀ ଚକ୍ରଧର ବାରିକ, ଜଗନ୍ନାଥ ଓ ପପୁନ…

ପଞ୍ଜାବରେ ବଦଳିବ ରାଜନୈତିକ ଦୃଶ୍ୟପଟ୍ଟ, ପୁଣି ଏକାଠି ହେବେ ବିଜେପି-ଶିରୋମଣୀ ଅକାଳୀ ଦଳ

ଚଣ୍ଡିଗଡ: ଆସନ୍ତା ଜୁନ୍ ପହିଲାରେ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଶିରୋମଣି ଅକାଳୀ ଦଳ (ଏସଏଡି) ମଧ୍ୟରେ ପୁନର୍ବାର ମେଣ୍ଟ ହେବାର ସମ୍ଭାବନାକୁ ନେଇ ପଞ୍ଜାବର ରାଜନୈତିକ ଦୃଶ୍ୟପଟରେ ଚର୍ଚ୍ଚା ଜୋର ଧରିଛି। ବିଜେପିର ବରିଷ୍ଠ ନେତା…

ବିଜେଡ଼ିରେ ଯୋଗ ଦେଲେ ସୋର ପୌରପରିଷଦ ଅଧ୍ୟକ୍ଷ ମାଧବ ଧଡ଼ା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋର ପୌରପରିଷଦର ଅଧ୍ୟକ୍ଷ ମାଧବ ଧଡ଼ା ତାଙ୍କ ସମର୍ଥକଙ୍କ ସହିତ ଅନେକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ…

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗୁଣୁପୁର ସଦର ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ

ରାୟଗଡ଼ା: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗୁଣୁପୁର ସଦର ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଏହି ଫ୍ଲାଗମାର୍ଚ୍ଚ ଦ୍ୱାରା ଚଳିତ ସାଧାରଣ ନିର୍ବାଚନରେ ନାକ୍କା ପୋଷ୍ଟ ଫ୍ଲାୟିଙ୍ଗ ସ୍କ୍ୱାଡ଼ ଗଠନ କରାଯାଇଛି ବୋଲି ଗୁଣୁପୁର ସଦର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ…

୧୨୦ ନଟଆଉଟ: ଏମାନେ ନେହେରୁଙ୍କଠାରୁ ଆରମ୍ଭ କରି ମୋଦିଙ୍କ ରାଜନୈତିକ ଯାତ୍ରା ଦେଖିଛନ୍ତି

ପ୍ରୟାଗରାଜ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ଉଦ୍ୟମ ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଭୋଟରଙ୍କୁ ନେଇ ଅନେକ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ପ୍ରୟାଗରାଜରେ ଏପରି ଭୋଟର ଅଛନ୍ତି ଯେଉଁମାନେ କି ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ରାଜନୈତି ଯାତ୍ରା ଦେଖିଛନ୍ତି ।…

ବ୍ରହ୍ମପୁରରେ ମସଲା ଅପମିଶ୍ରଣ କାରଖାନା ଠାବ, ମାଲିକ ଅଟକ

ବ୍ରହ୍ମପୁର: ବଡ଼ ବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗରରେ ଥିବା ଏକ ଅପମିଶ୍ରିତ ମସଲା କାରଖାନା ଉପରେ ପୁଲିସ ଚଢ଼ାଉ କରି ବନ୍ଦ କରିଦେଇଛି। ବ୍ରଜରାଜନଗରର ଚାରି ନମ୍ବର ଗଳିରେ ଥିବା ଏକ ଘରେ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ଭଳି ଅପମିଶ୍ରିତ ମସଲା ପ୍ରସ୍ତୁତ ହେଉଥିବା ନେଇ ପୁଲିସକୁ ସୂଚନା…

ଜେଡିୟୁକୁ ବଡ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ମହାସଚିବ

ନୂଆଦିଲ୍ଲୀ: ଜେଡିୟୁର ଜାତୀୟ ସାଧାରଣ ସମ୍ପାଦକ ମହମ୍ମଦ ଅଲି ଅସରଫ ଫାତମି ମଙ୍ଗଳବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ଦରଭଙ୍ଗା ଆସନ ଜିତିବାକୁ ଆଶା ରଖିଥିବା ବେଳେ ସେ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସର ସିଟ ବଣ୍ଟନ ପରେ ଇସ୍ତଫା ଦେଇଛନ୍ତି। ସେ ଏହା ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ସହ…

କ୍ରିକେଟ୍ କମେଣ୍ଟ୍ରିକୁ ଫେରିବାକୁ ଯାଉଛନ୍ତି ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ: ପ୍ରାୟ ଏକ ଦଶନ୍ଧି ପରେ କ୍ରିକେଟ୍ କମେଣ୍ଟ୍ରିକୁ ଫେରିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂହ ସିଦ୍ଧୁ। ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ପାଇଁ ସେ ଷ୍ଟାର୍ ସ୍ପୋର୍ଟସ୍ ପ୍ରସାରଣ ଟିମରେ ଯୋଗ ଦେବେ।…

ସିଏଏ କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏହାର ନିୟମଗୁଡ଼ିକର କାର୍ଯ୍ୟକାରିତା ଉପରେ ଏପ୍ରିଲ ୯ ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସିଏଏ ନିୟମ ଲାଗୁ କରିବା ପାଇଁ ସରକାରଙ୍କ ପାଖରେ ଭିତ୍ତିଭୂମିର ଅଭାବ ଥିବାରୁ ଏପ୍ରିଲ ୯…

ଜିତିଗଲା ମାଆର ମମତା

ନୂଆଦିଲ୍ଲୀ: କୋର୍ଟ କେସ ହେଉ ବା ଅନ୍ୟ ଯେ କୌଣସି କାରଣରେ ମାଆର ମମତାକୁ କେହି କେବେ ହରାଇ ପାରିବେ ନାହିଁ । ଦିଲ୍ଲୀ ହାଇକୋର୍ଟଙ୍କ ଏକ ଶୁଣାଣୀରେ ଶେଷରେ ସଂଘର୍ଷ ଜଣେ ୟୁକ୍ରେନର ମାଆର ମମତା ଜିତିଯାଇଛି । ଲଢ଼େଇ ପରେ ଏବେ ଏହି ୟୁକ୍ରେନ ମାଆକୁ ତାଙ୍କର ୫ ବର୍ଷର ପୁଅ ମିଳିଯାଇଛି । ଆସନ୍ତୁ…