Latest Odisha News

ଜେଜେପିଠୁ ବିଜେପିର ମୋହଭଙ୍ଗ, ଜାଣନ୍ତୁ ହରିୟାଣା ହଲଚଲ୍ ପଛର ଇନସାଇଡ ଷ୍ଟୋରୀ

ଚଣ୍ଡିଗଡ: ନିର୍ବାଚନର ଠିକ୍ ପୂର୍ବରୁ ହରିୟାଣାରେ ଭାଙ୍ଗିବ କି ମନୋହର-ଚୌଟାଲା ଜୋଡି? ସମ୍ଭାବ୍ୟ ମୋହଭଙ୍ଗ ପଛର କାରଣ ଚାଷୀ ଆନ୍ଦୋଳନ କୁହାଯାଉଛି । ତେବେ ଲୋକସଭା ଭାଗ ନ ଛିଣ୍ଡିବାରୁ ବିଜେପି-ଜେଜେପି ମଧ୍ୟରେ ବ୍ରେକ୍ ଅପ ହୋଇପାରେ ବୋଲି ଚର୍ଚା ହେଉଛିା କୁହାଯାଉଛି, ଆଗାମୀ ନିର୍ବାଚନରେ ୨ଟି…

ରଣଜୀ ଟ୍ରଫି: ସଚିନଙ୍କ ରେକର୍ଡ ଭାଙ୍ଗିଲେ ମୁଶୀର ଖାଁ

ମୁମ୍ବାଇ: ରଣଜୀ ଟ୍ରଫି ଫାଇନାଲ ମ୍ୟାଚ ମୁମ୍ବାଇ ଓ ବିଦର୍ଭ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ସର୍ଫରାଜ ଖାଁଙ୍କ ଭାଇ ମୁଶୀର ଖାଁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୨୯ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ସେ ୨୫୫ ବଲରେ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସଚିନ…

ସିଏଏ ମୂଳ ଭାରତୀୟ ସଂପ୍ରଦାୟର ଶରଣାର୍ଥୀଙ୍କୁ ଆଶ୍ୱସ୍ଥି ଦେଇଛି: ପୂର୍ବତନ ବିଧାୟକ

ଭୁବନେଶ୍ବର: ୭୦ ବର୍ଷରେ ହୋଇନଥିବା କାର୍ଯ୍ୟକୁ ମୋଦି ସରକାର ଗତ ୧୦ ବର୍ଷରେ କରି ଦେଖାଇଛନ୍ତି । ପଡୋଶୀ ଦେଶରେ ନିର୍ଯାତୀତ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ନାଗରିକତ୍ୱ ସଂଶୋଧନ ବିଲ୍ ବା ସିଏଏ କାର୍ଯ୍ୟକାରୀ ହୋଇଛି । ନାଗରିକତା ସଂଶୋଧନ ଆଇନ ନାଗରିକତା ନେବା ପାଇଁ ନୁହେଁ ବରଂ…

ଗାଁରେ ନାହିଁ କୌଣସି ସୁବିଧା, ତେବେ କାହା ସ୍ଵାର୍ଥରେ ଏହି ଆଦର୍ଶ ପଞ୍ଚାୟତ

ନୂଆପଡା: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ହେଉଛି ଭାରତ ସରକାରଙ୍କ ଦ୍ଵାରା କରାଯାଇଥିବା ଏକ ଜନକଲ୍ୟାଣକାରୀ ପ୍ରୟlସ । କିଛି ବଛା ବଛା ଗାଁରେ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକୁ ମିଶାଇ ସମନ୍ୱିତ ବିକାଶ କରି ବଞ୍ଚିତ ବର୍ଗର ଲୋକମାନଙ୍କୁ ସଶକ୍ତିକରଣ କରିବା ହେଉଛି ଏହାର…

ବାଇକକୁ ଧକ୍କା ଦେଲା ଟ୍ରକ୍‌; ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଆହତ

ଝାରସୁଗୁଡ଼ା: ଏନଏଚ୍‌ ୪୯ ନିକଟରେ ସଡ଼କ ଦୁର୍ଘଟଣା। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସିଂଘାରପୁର ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଥିବା ବେଳେ ଝିଅ ଆହତ ହୋଇଛି। ଗୁରୁତର ମହିଳାଙ୍କୁ ଲଖନପୁର ମେଡିକାଲରେ ଭର୍ତ୍ତି…

ଇଣ୍ଡିଆ ମେଣ୍ଟ: ୟୁପିରେ ଆପକୁ ଆସନ ଦେବ କଂଗ୍ରେସ୍?

ନୂଆଦିଳ୍ଲୀ: ଶାସକ ଦଳକୁ କଡ଼ା ଟକ୍କର ଦେବା ପାଇଁ ଇଣ୍ଡିଆ ମେଣ୍ଟ କରିଥିଲେ ବିରୋଧୀ । ଯେଉଁଥିରେ କିଛି ରାଜ୍ୟରେ ଫାଟ ସୃଷ୍ଟି ହୋଇଛି । ଆାମ ଆଦମୀ ଅର୍ଥାତ ଆପ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିଲେ ମଧ୍ୟ ଉତ୍ତର ପ୍ରଦେଶରେ ନିର୍ବାଚନ ଲଢ଼ିବା ସ୍ଥିତି କିଛି ସ୍ପଷ୍ଟ ହୋଇନି । ଏପର୍ଯ୍ୟନ୍ତ…

ନାସା ଜାରି କଲା ବୃହସ୍ପତିର ଏକ ବିରଳ ଚିତ୍ର, ଯାହା ପୃଥିବି ଠାରୁ ୨ଗୁଣ ବଡ

ନୂଆଦିଲ୍ଲୀ: ସ୍ପେସ ଏଜେନ୍ସି ନାସା ତରଫରୁ ସବୁବେଳେ ବିଶ୍ଵ ବ୍ରହ୍ମାଣ୍ଡକୁ ନେଇ କିଛି ନା କିଛି ଆକର୍ଷଣୀୟ ଫଟୋ ଏବଂ ଭିଡିଓ ଜାରି କରାଯାଇଥାଏ । ଏଥର ଏହି ସ୍ପେସ୍ ଏଜେନ୍ସି ତାହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମହାକାଶଯାନ ଜୁନୋ ଦ୍ୱାରା ଉତ୍ତୋଳନ କାରାଯାଇଥିବା ବୃହସ୍ପତି ଉପରେ “ଗ୍ରେଟ୍…

୨ କଏଦୀ ଫେରାର ଘଟଣା: ଗତକାଲି ତଦନ୍ତ ଆଜି ଆକ୍ସନ

ବଲାଙ୍ଗୀର: କାଲି କଲେ ତଦନ୍ତ, ଆଜି ନେଲେ ଆକ୍ସନ । ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ଜେଲ୍‌ରୁ ୨ କଏଦୀ ଚମ୍ପଟ ମାରିବା ଘଟଣା । ଟିଟିଲାଗଡ଼ ଜେଲ୍ ୱାର୍ଡେନ ଦାନୀ ଦୋରାଙ୍କୁ ସସ୍‌ପେଣ୍ଡ କଲେ ଡିଆଇଜି । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରିଛନ୍ତି ଡିଆଇଜି କୁଳମଣି ବେହେରା । ଗତକାଲି…

ବିବାହ ବନ୍ଧନରେ ବାନ୍ଧି ହେଲେ ଗ୍ୟାଙ୍ଗଷ୍ଟାର କାଲା ଜଠେଡି ଓ ଲେଡି ଡନ୍ ଅନୁରାଧା

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲ ଗ୍ୟାଙ୍ଗଷ୍ଟାର କାଲା ଜଠେଡି ଓ ଲେଡି ଡନ୍ ଅନୁରାଧା । ୭୦ ରୁ ୮୦ ଜଣ ଅତିଥିଙ୍କ ମଧ୍ୟରେ ସମ୍ପର୍ଣ୍ଣ ହେବା ବିବାହ । ବିବାହ ଆରମ୍ଭରୁ ପ୍ରବେଶ ପଥରେ ନିଜେ ଲେଡି ଡନ୍ ତଥା ମ୍ୟାଡାମ୍ ମିଞ୍ଜ୍ ଅତୀଥିମାନଙ୍କ ତାଲିକା ଯାଞ୍ଚ କରୁଥିଲେ । ବିବାହ ପାଇଁ…

ପୋଖରନରେ ସାମରିକ ଅଭ୍ୟାସର ତଦାରଖ କଲେ ପ୍ରଧାନମନ୍ତ୍ରୀ

ଜୟପୁର: ରାଜସ୍ଥାନର ପୋଖରାନରେ ସ୍ୱଦେଶୀ ଅସ୍ତ୍ର ଶକ୍ତି ତଦାରଖ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ୪୦ଟି ଦେଶର ପ୍ରତିନିଧୀଙ୍କ ସହ ଜୈସଲମେରର ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ 'ଭାରତ ଶକ୍ତି' ସାମରିକ ଅଭ୍ୟାସ ଦେଖିଲେ । ଭାରତ ଶକ୍ତି ସାମରିକ ଅଭ୍ୟାସରେ ସ୍ୱଦେଶୀ କୌଶଳରେ ତିଆରି…