Latest Odisha News

BREAKING NEWS

ଏଥର ପରସ୍ପରର ସପକ୍ଷରେ ନୁହେଁ ବିପକ୍ଷରେ ନଜର ଆସିବେ ଶାହରୁଖ ଓ ସଲମାନ ଖାନ

ମୁମ୍ବାଇ: ଅଭିନେତା ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ଏକାଠି ଦେଖିବାକୁ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଭରି ହୋଇ ରହିଛି । ଶେଷ ଥର ସଲମାନ ଖାନଙ୍କୁ ଶାହାରୁଖଙ୍କ ଚଳଚ୍ଚିତ୍ର ପଠାନରେ ଦେଖିବାକୁ ମିଳିଥିଲା । ସେବେଠାରୁ ପ୍ରଶଂସକମାନେ ଉଭୟଙ୍କୁ ଏକା ସାଙ୍ଗରେ ଦେଖିବାକୁ ଅପେକ୍ଷା କରି…

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୪ର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଏହାର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି । ଚାରି ଏଲିଟ ଗ୍ରୁପରୁ ଶୀର୍ଷ ୨ଟି ଟିମ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଶୁକ୍ରବାରଠାରୁୁ କ୍ୱାର୍ଟର ଫାଇନାଲ ମୁକାବିଲା ଆରମ୍ଭ ହେବ । ନିଜ…

ଡନ ୩ରେ କିଆରା ଆଡଭାନୀଙ୍କ ଏଂଟ୍ରି

ମୁମ୍ବାଇ: ଫରହାନ ଅଖତାରଙ୍କ ଡନ ୩ ଫିଲ୍ମରେ କିଆରା ଆଡଭାନୀଙ୍କ ଏଂଟ୍ରି ହୋଇଛି । ପ୍ରଥମ ଥର ପାଇଁ ରଣବୀର ସିଂ ଓ କିଆରା ଯୋଡିଙ୍କୁ ଦର୍ଶକ ଏକତ୍ର ଦେଖିବାକୁ ପାଇବେ । ମେକର୍ସଙ୍କ ପକ୍ଷରୁ ଜାରୀ ଏକ ଭିଡିଓ ମାଧ୍ୟମରେ ଏ ସମ୍ପର୍କରେ ଘୋଷଣା କରାଯାଇଛି । ଗତ ବର୍ଷ ଫରହାନ ଡନ ୩ରେ ରଣବୀରଙ୍କୁ…

ଆଜି ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଓ ଧର୍ମେନ୍ଦ୍ର

ଭୁବନେଶ୍ୱର:ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ।କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟାମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସିବାର…

ଆରପାରିରେ ଅନୁପମା ଫେମ୍ ଅଭିନେତା ଋତୁରାଜ ସିଂ

ମୁମ୍ବାଇ: ଆରପାରିରେ ଅନୁପମା ଫେମ୍ ଅଭିନେତା ଋତୁରାଜ ସିଂ । ୫୯ ବୟସରେ ଆରପାରିକୁ ଚାଲିଗଲେ ଟିଭି ଇଣ୍ଡଷ୍ଟ୍ରିର ଭେଟେରିଆନ ଅଭିନେତା ଋତୁରାଜ ସିଂ । ମୁମ୍ବାଇର ଲୋଖଣ୍ଡୱାଲାସ୍ଥିତ ବାସଭବନରେ ଋତୁରାଜଙ୍କ ମୃତ୍ୟୁ ହୋଇଛି । ତେବେ ହୃଦଘାତରେ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ତମ୍ବା ପାତ୍ରରେ ପାଣି ପିଉଥିଲେ ମନେ ରଖନ୍ତୁ ଏହି ସମସ୍ତ କଥା…

ଭୁବନେଶ୍ଵର: ତମ୍ବା ପାତ୍ରରେ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ ଅଟେ | କୁହାଯାଏ ଯେ ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ହଜମ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ | ତେବେ ତମ୍ବା ପାତ୍ରରେ ପାଣି ପିଉଥିବା ଲୋକମାନେ ଅନେକ ସମୟରେ କିଛି ଭୁଲ କରି…

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ, ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ବଲାଙ୍ଗିର: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ଦିଆଯିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାରୁ ଶିକ୍ଷାନୁଷ୍ଠାନ ଓ ଜରୁରୀସେବାକୁ ବାଦ୍ ଦିଆଯାଇଛି । ତେବେ…

ନିର୍ବାଚନ ପୂର୍ବରୁ ଓଏଏସ୍ ସ୍ତରରେ ବଦଳି କଲେ ସରକାର 

ଭୁବନେଶ୍ୱର:ଓଡ଼ିଶାରେ ଦେଖିବାକୁ ମିଳୁଛି ବଦଳିର ରୂପ। ରାଜ୍ୟସରକାର କରୁଛନ୍ତି ବିଭିନ୍ନ ପରିବର୍ତ୍ତନ। ସାଧାରଣ ନିର୍ବାଚନ ପାଇଁ ହାତରେ ଦିନ କେଇଟା ରହିଥିବା ବେଳେ ଏହାର ଠିକ୍ ପୂର୍ବରୁ ୨୫ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର…

କବିତା : ଜୀବନ ଗାଥା

ନିରଞ୍ଜନ ନାୟକ ନିଶ୍ବାସକୁ କେବେ ଭରସା ନାଇଁ ଏଇ ଅଛି ଏଇ ନାଇଁ ନିଶ୍ବାସ ଗଲେ ମଣିଷ ପାଲଟେ ମଢ ତଥାପି ଅବୁଝା ଜୀବନର ଜୀଇଁବାର ମୂଲ ଏଠି ସେଠି ସବୁଠି ଦେଖ, ସମ୍ପର୍କର ହେଉଛି ମୃତ୍ଯୁ ଜଳୁଛି ଅବିଶ୍ବାସର ନିଆଁ ଯେଉଁଠି ଦେଖିବ ଖାଲି ଉଦାସର ଚିହ୍ନ ମୁହଁମାନଙ୍କରୁ ହସ ଯାଉଛି…

ଭାଷା ଭାଗବତ : ଅନନ୍ୟତା ରକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ନେହ, ଶ୍ରଦ୍ଧା ଓ ଭକ୍ତି, ପ୍ରୀତି ପ୍ରଦର୍ଶନ କରିବା ରୀତି ନ ଥିଲା କେବେ କେଉଁ କାଳେ ଏବେ କିପାଇଁ ଏତେ ଚଳେ ଓଷା, ବ୍ରତ ଓ ପୂଜା, ପର୍ବ ଯାତ୍ରା, ମେଳା ଓ ମହୋତ୍ସବ ସହିତ ମିଶି ଆଡ଼ଂବର ଭାବକୁ କଲେ ନାରଖାର ଭିଡ଼ର ଅନୁଗାମୀ…