ତୃତୀୟ ଦିନରେ ଚାଷୀ ଆନ୍ଦୋଳନ, ପଞ୍ଜାବରେ ୪ଘଣ୍ଟିଆ ରେଳରୋକ ଅଭିଯାନ, ଟ୍ରାଫିକ୍ ବ୍ୟାନ ଭିତରେ ସିବିଏସଇ ପରୀକ୍ଷାର୍ଥୀ
ନୂଆଦିଲ୍ଲୀ: ତୃତୀୟ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଆଜି ଚଣ୍ଡିଗଡ଼ରେ ଅପରାହ୍ନ ୫ ଟାରେ କେନ୍ଦ୍ର ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ଏସବୁ ମଧ୍ୟରେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ଭାରତୀୟ କିସାନ ୟୁନିୟନ ଉଗ୍ରାହାଁ ଦଳ ପଞ୍ଜାବରେ ରେଳ ରୋକ ଆନ୍ଦୋଳନ ଘୋଷଣା କରିଛି ।…