ଖଲିସ୍ତାନୀ ଆତଙ୍କୀ ହରଦୀପ ନିଜ୍ଜର ହତ୍ୟା ମାମଲା, ସିସିଟିଭି ଫୁଟେଜ୍ ଜାରି କଲା କାନାଡା ପୋଲିସ
ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଖଲିସ୍ତାନୀ ଆତଙ୍କୀ ହରଦୀପ ନିଜ୍ଜର ହତ୍ୟା ଘଟଣାର ସିସିଟିଭି ଭିଡିଓ । ଭିଡିଓ ଜାରି କଲା କାନାଡା ପୋଲିସ । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ କିପରି ଆତଙ୍କୀ ନିଜ୍ଜରକୁ ହତ୍ୟା କରିବା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କ କାରର ପିଛା କରୁଥିଲେ ଏବଂ ପରେ…