Latest Odisha News

BREAKING NEWS

୨୮ରେ ଓଡିଶା ଆସିବେ ଜେପି ନଡ୍ଡା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆସନ୍ତା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଆୟୋଜିତ ଏକ ସାଧାରଣ ସଭାକୁ କରିବେ ସମ୍ବୋଧିତ । ସେଠାରେ ସିଧାସଳଖ ନବରଙ୍ଗପୁର ଯିବେ ନଡ୍ଡା । ସେଠାରେ ବିଜେପି…

ଦିନ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ, ୫ ଦିନ ପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୩-୬ ଡିଗ୍ରୀ…

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ତାପମାତ୍ରା ସଙ୍କଟାପନ୍ନ ସ୍ତରକୁ ବୃଦ୍ଧି ପାଇଛି। ଆଜି ଅପରାହ୍ନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସମ୍ବଲପୁର ଓ କେନ୍ଦୁଝରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ…

ମମତାଙ୍କ ଗଡରେ ମୋଦୀଙ୍କ ରଣହୁଙ୍କାର, କହିଲେ ମୁଁ ପୂର୍ବ ଜନ୍ମରେ ବେଙ୍ଗଲରେ ଜନ୍ମ ହୋଇଥିଲି

କୋଲକାତା: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ମମତାଙ୍କ ଗଡରେ ରଣହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ,…

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପରୀକ୍ଷା ଘୁଞ୍ଚାଇବାକୁ ଦାବି, ଆନ୍ଦୋଳନରେ ଆରଡି ବିଶ୍ୱବିଦ୍ୟାଳୟର ଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ତିନି ଦ୍ୱିତୀୟ ବର୍ଷ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରି ଶୁକ୍ରବାର ଭୁବନେଶ୍ୱରର ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜଧାନୀରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ। ଏଥି ଯୋଗୁଁ ଦୈନନ୍ଦିନ ଜୀବନଯାତ୍ରା ବାଧାପ୍ରାପ୍ତ…

ପିକଅପ ଭ୍ୟାନରୁ ମିଳିଲା ୩୫ ଲକ୍ଷ ଟଙ୍କା

ନୂଆପଡ଼ା: ପିକଅପ୍ ଗାଡ଼ିରୁ ମିଳିଲା ୩.୬୯ ଲକ୍ଷ ଟଙ୍କା । ଗାଡ଼ି ଚେକିଂ ବେଳେ ଟଙ୍କା ଜବତ କଲା ଜୋଙ୍କ ପୋଲିସ । ନୂଆପଡ଼ାରୁ ଛତିଶଗଡ଼ ଯାଉଥିବା ବେଳେ ଗାଡିକୁ ଅଟକାଇ ଟଙ୍କା ଜବତ କରିଛି ପୋଲିସ । ତେବେ ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ଏ ଟଙ୍କା କେଉଁ ଉଦ୍ଦେଶ୍ୟରେ ନୂଆପଡାରୁ…

ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ଚାଲିଛି ଯୁଦ୍ଧ ଅଭ୍ୟାସ; କାହା ଉପରେ ରହିଛି ଫୋକସ, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତ ଏବଂ ଉଜବେକିସ୍ତାନର ସଶସ୍ତ୍ର ବାହିନୀ ମଧ୍ୟରେ ମିଳିତ ସାମରିକ ଅଭ୍ୟାସର ପଞ୍ଚମ ସଂସ୍କରଣ ଚାଲିଛି। ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ଏହି ଅଭ୍ୟାସ ବର୍ତ୍ତମାନ ଉଜବେକିସ୍ତାନର ସୁରଖଣ୍ଡାରିଓ ଅଞ୍ଚଳରେ ଥିବା ଟର୍ମେଜ୍ ଆର୍ମି ଟ୍ରେନିଂ ଅଞ୍ଚଳରେ ଚାଲିଛି। ଚଳିତ ବର୍ଷର…

ଭିଭିପାଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ, ସମସ୍ତ ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଭୋଟର ଭେରିଫିକେସନ ପେପର ଅଡିଟ ଟ୍ରେଲ ସହ ଇଲେକ୍ଟ୍ରୋନିକ ଭୋଟିଂ ମେସିନରେ ଦିଆଯାଇଥିବା ଭୋଟର ଶତପ୍ରତିଶତ ଦାବି ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । କୋର୍ଟ VVPAT ସ୍ଲିପ ଯାଞ୍ଚ ସହ ଜଡ଼ିତ ସମସ୍ତ ଆବେଦନକୁ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି ଯେ, ଫଳାଫଳ ଘୋଷଣା ହେବାର…

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ଵର: ଆସନ୍ତା ମେ’ ୨୦ରେ ଓଡ଼ିଶାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁନ୍ଦରଗଡ, ବଲାଙ୍ଗୀର, ଆସ୍କା, କନ୍ଧମାଳ, ବରଗଡ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ସୂଚନା ଅନୁସାରେ, ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼,…

ଆପଣଙ୍କ ଭୋଟ, ଆପଣଙ୍କ ସ୍ଵର…ଜାଣନ୍ତୁ ମତଦାନ ପୂର୍ବରୁ କ’ଣ କହିଲେ ମୋଦୀ

ନୂଆଦିଲ୍ଲୀ: ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟକ ଭୋଟ ଦେବାକୁ ଭୋଟରଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦୀ । ପିଏମ ମୋଦୀ ସାସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଆଜି ଲୋକସଭାର ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ସମସ୍ତ ଆସନର ମତଦାତା ମାନଙ୍କୁ ରେକର୍ଡ ସଂଖ୍ୟକ…

ଆଜିଠାରୁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଜନପଥରେ ସର୍ଭେ ଆରମ୍ଭ

ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ । ବାଣୀବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ ଆରମ୍ଭ ହୋଇଛି। ମେଟ୍ରୋ ରାସ୍ତାରେ ଥିବା ଗଛ, ବିଦ୍ୟୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଉଛି। ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍‌ ଦ୍ବାରା ସର୍ଭେ କରାଯାଉଥିବା ବେଳେ…