Latest Odisha News

BREAKING NEWS

ଦ୍ୱିତୀୟ ଥର ପାଇଁ ପାକିସ୍ତାନର ରାଷ୍ଟ୍ରପତି ହେଲେ ଆସିଫ ଅଲି ଜରଦାରୀ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ପାକିସ୍ତାନର ରାଷ୍ଟ୍ରପତି ହୋଇଛନ୍ତି ଆସିଫ ଅଲି ଜରଦାରୀ । ଏଥି ସହିତ ସେ ପାକିସ୍ତାନର ୧୪ ତମ ରାଷ୍ଟ୍ରପତି ହୋଇଛନ୍ତି। ଆସିଫ ପାକିସ୍ତାନ ପିପୁଲ୍ସ ପାର୍ଟିର ସହ-ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ୬୮ ବର୍ଷିୟ ଜରଦାରୀ ପିପିପି ଏବଂ ପିଏମଏଲ-ଏନ ଦଳର ମିଳିତ ପ୍ରାର୍ଥୀ…

ପ୍ରଥମ ଥର ପାଇଁ ରାମ ନବମୀକୁ ଛୁଟି ଘୋଷଣା କଲେ ମମତା ସରକାର, ବିଜେପି କହିଲା ‘ସେ ବାଧ୍ୟ…’

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୁଳ କଂଗ୍ରେସ ସରକାର ରାମ ନବମୀ ଅବସରରେ ଏପ୍ରିଲ ୧୭ କୁ ସାଧାରଣ ଛୁଟି ଘୋଷଣା କରିଛନ୍ତି। ୨୦୧୧ ମସିହାରେ ରାଜ୍ୟରେ କ୍ଷମତାକୁ ଆସିବା ପରେ ତୃଣମୁଳ ସରକାର ପ୍ରଥମ ଥର ପାଇଁ ରାମ ନବମୀଙ୍କୁ ସାଧାରଣ ଛୁଟି ଘୋଷଣା କରିଛନ୍ତି।…

୪୦ ଫୁଟ ଗଭୀର ବୋରୱେଲରେ ଫସିଛି ଶିଶୁ

ନୂଆଦିଲ୍ଲୀ:  ୪୦ ଫୁଟ୍ ବୋରୱେଲ ଭିତରେ ଖସିପଡ଼ିଲା ଶିଶୁ ।  କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି । ବୋରୱେଲକୁ ଶିଶୁକୁ ସୁରକ୍ଷିତ ଉଦ୍ଧାର ପାଇଁ  ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନଡିଆରଏଫ୍ ଓ ଦିଲ୍ଲୀ ପୁଲିସ୍  …

ଭାଷା ଭାଗବତ : ସେ ମୋର ବିଶ୍ବାସଭାଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଶୁଣାକଥାକୁ ଦେଇ ଧ୍ୟାନ ବିଚଳିତ ନ କଲେ ମନ ଆମର ଯେତେ ଗ୍ରାମବାସୀ ଉତ୍ପାଦନ କରଂତି ଖୁସି ନାହିଁ ଯଦି ପ୍ରତ୍ୟକ୍ଷ ଜ୍ଞାନ ମୁଁ କରେଁନାହିଁ ଅନୁମାନ ଗାଆଁର ସହିତ ସଂପର୍କ ରଖେ ମୋ ବିଶ୍ବାସର ଟେକ ଯିଏ ଆମର ଅନ୍ନଦାତା ତାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନୀଳଗିରି ପର୍ବତ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା କ୍ଷେତ୍ର ନୀଳଗିରି ପର୍ବତ ବା ନୀଳସୁନ୍ଦର ପର୍ବତର ପ୍ରାଚୀନତାର ପ୍ରମାଣ ଖୋଜିଲେ । ଶାସ୍ତ୍ରରେ ବର୍ଣ୍ଣନା ମିଳେ କଳ୍ପବୃକ୍ଷ, ରୋହିଣୀ କୁଣ୍ଡ, ପ୍ରଭୁ…

ଇବ୍ ନଦୀରୁ ମିଳିଲା ୩ଜଣଙ୍କ ମୃତଦେହ, ଭୋଜି କରିବାକୁ ଯାଇ ଇବ୍ ନଦୀରେ ବୁଡି ଯାଇଥିଲେ

ସୁନ୍ଦରଗଡ: ଜନ୍ମଦିନ ଖୁସିରେ ଗତକାଲି ଭୋଜି କରିବା ପାଇଁ ଘରୁ ବାହାରିଥିଲେ ୨ଭାଇ ମହମ୍ମଦ ଫରହାନ ଏବଂ ମହମ୍ମଦ ରିଜୱାନ । ତାଙ୍କ ସହ ଯାଇଥିଲେ ତାଙ୍କ କାକା ମହମ୍ମଦ ସାଜିଦ । କିନ୍ତୁ କିଏ ବା ଜାଣିଥିଲା ନଦୀରେ ଛକିଥିଲା ମୃତ୍ୟୁ । ଫରହାନଙ୍କ ପାଇଁ ଜନ୍ମଦିନ ପାଲଟିଗଲା ମରଣଦିନ । ନିଜ ସହ…

କ୍ରିଷ୍ଟିନା ପାଇସ୍କୋଭା ପିନ୍ଧିଲେ ମିସ୍ ୱାର୍ଲ୍ଡ  ମୁକୁଟ

ନୂଆଦିଲ୍ଲୀ: ୭୧ତମ ମିସ୍ ୱାର୍ଲ୍ଡ ହେଲେ କ୍ରିଷ୍ଟିନା ପାଇସ୍କୋଭା । ୨୭ ବର୍ଷ ପରେ ଭାରତରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ୨୪ ବର୍ଷୀୟ ସୁନ୍ଦରୀ । ମୁମ୍ୱାଇରେ ଆୟୋଜିତ ମିସ୍ ୱାର୍ଲ୍ଡ  ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଉପରେ…

ଖରାଦିନେ ବି ଚେହେରା କରିବ ଗ୍ଲୋ, ଲଗାନ୍ତୁ ଏହି ଫେସପ୍ୟାକ, ତାହା ବି ପୁଣି ଘରୋଇ ଉପାୟରେ

ଭୁବନେଶ୍ଵର: ଖରାଦିନ ହେଉଁ କିମ୍ବା ଶୀତଦିନ ସବୁ ଋତୁରେ ତ୍ଵଚାକୁ ଗ୍ଲୋଇଙ୍ଗ ରଖିବାକୁ କିଏ ବା ନଚାହେଁ । କିଏ ବା ନ ଚାହିଁବ ଯେ ସେମାନଙ୍କର ତ୍ଵଚା ଦାଗହୀନ, ଉଜ୍ଜ୍ୱଳ ଏବଂ ଚକଚକିଆ ଦେଖାଯାଉ? ବିଶେଷକରି ଝିଅମାନେ ସେମାନଙ୍କର ତ୍ଵଚାକୁ ନେଇ ବହୁତ ସଚେତନ ଥାଆନ୍ତି ଏବଂ ଏଥିପାଇଁ ସେମାନେ…

ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋୟଲ

ନୂଆଦିଲ୍ଲୀ: ଲୋକସଭା  ନିର୍ବାଚନ ୨୦୨୪ ଘୋଷଣା ହେବାକୁ ଆଉ  କିଛି  ଦିନ ବାକି ଥିବା ବେଳେ ନିଜ ପଦରୁ  ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋୟଲ। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ ମଧ୍ୟ କରି ନେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଏବଂ ଦୁଇ ନିର୍ବାଚନ କମିଶନରଙ୍କୁ ନେଇ…

ପୁରୀ ଲୋକସଭାରୁ କାହାର ପ୍ରାର୍ଥୀ ?

ପୁରୀ/ଭୁବନେଶ୍ୱର: ସ୍ପଷ୍ଟ ହେଉନି ମେଂଟ ଗଣିତ। ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ସଂସଦୀୟ କ୍ଷେତ୍ର? ବିଜେପି ନା ବିଜେଡି, କିଏ ମଇଦାନକୁ ଓହ୍ଲାଇବ ସେନାପତି ? ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶ୍ରେୟ ସହ ପୁରୀ ଗଡ ରକ୍ଷା କରିବାକୁ ବିଜେଡି ଚାହୁଁଛି, ତ ନିର୍ବାଚନର ଅନେକ…