Latest Odisha News

BREAKING NEWS

ଅରୁଣାଚଳରେ ସେଲା ଟନେଲର ଉଦଘାଟନ କଲେ ମୋଦୀ

ଇଟାନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳପ୍ରଦେଶର ଇଟାନଗରରେ ସେଲା ଟନେଲ ସମେତ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏଠାରେ ଆୟୋଜିତ 'ବିକଶିତ ଭାରତ, ବିକଶିତ ନର୍ଥ-ଇଷ୍ଟ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମଗ୍ର…

ଭାରତର ବୟକଟ୍ ଯୋଗୁଁ ସଙ୍କଟରେ ମାଳଦ୍ୱୀପ, ଭାରତୀୟଙ୍କୁ କ୍ଷମା ମାଗିଲେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟ ମାନଙ୍କ ଦ୍ବାରା ବୟକଟ୍ କରାଯିବା ପରେ ଏବେ ମାଳଦ୍ୱୀପର ଅବସ୍ଥା ଅତି ଖରାପ ଦିଗକୁ ଗତି କରୁଛି । ଦେଶର ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି । ଯାହାକୁ ନେଇ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ ମାଳଦ୍ୱୀପବାସୀଙ୍କୁ କ୍ଷମା କରିଦେବାକୁ ଭାରତୀୟଙ୍କୁ…

ସନେଟ : କର୍ମଗାନ

ରଞ୍ଜିତା ହୋତା  ପ୍ରଖର ସ୍ରୋତରେ ଭାଗୀରଥୀ ଯହିଁ ଫେନାୟିତ ଓଠ ଖୋଲି, ଜୀବିକାର୍ଜନ ଆଶେ ମୁଁ ଧୀବର,ତରୀ ତହିଁ ଥିଲି ମେଲି। ତୁମେ ଆସିଥିଲ ଶ୍ୟାମଳବରଣ,ଅନୁଜର ହାତ ଧରି, ଶ୍ୟାମଳ ସୋହାଗେ ମୋତେ ଡାକିଥିଲ,"ପାରି କରିଦିଅ ବୋଲି।" ତରୀ ମୋ ଜୀବନତରଣି,ଯେ ଆଣେ ଆଲୋକ ମୋ ପରିବାରେ,…

ପୃଥିବୀକୁ କେବେ ହେଲେ ଆସିନାହାନ୍ତି ଏଲିଅନ: ପେଣ୍ଟାଗନ

ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର "କୋଇ ମିଲ ଗୟା" ତ ସମସ୍ତେ ଦେଖିଥିବେ ନିଶ୍ଚୟ । ଚଳଚ୍ଚିତ୍ରରେ ଏକ ଏଲିଅନ ପୃଥିବୀ ପୃଷ୍ଠକୁ ଆସି ଅନେକ ଅସମ୍ଭବ କାର୍ଯ୍ୟକୁ ଚୁଟକି ରେ ସମ୍ଭବ କରିଦେଇଥିଲା । ଚଳଚ୍ଚିତ୍ରକୁ ଦେଖି ପ୍ରାୟ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ତ ନିଶ୍ଚୟ ଆସିଥିବ । କ’ଣ ସତରେ…

ମାଂସାହାରୀ ଅପେକ୍ଷା ୭ ପ୍ରତିଶତ ବଢିଲା ଶାକାହାରୀ ଖାଦ୍ୟର ଦର

ନୂଆଦିଲ୍ଲୀ; ଗତ ମାସରେ ଭାରତରେ ଶାକାହାରୀ ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇଥିବାବେଳେ ମାଂସାହାରୀ ଥାଳିର ମୂଲ୍ୟ ହ୍ରାସ ପାଇଛି। 'କ୍ରିସିଲ ମାର୍କେଟ ଇଣ୍ଟେଲିଜେନ୍ସ ଆଣ୍ଡ ଆନାଲିଟିକ୍ସ' (CRISIL) ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଫେବୃଆରୀ ମାସରେ ଭେଜ୍ ଥାଳିର ମୂଲ୍ୟ ୭…

କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜଙ୍ଗଲ ସଫାରୀର ମଜା ଉଠାଇଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜଙ୍ଗଲ ସଫାରୀର ମଜା ଉଠାଇଛନ୍ତି । ଜଙ୍ଗଲ ସଫାରୀ ସମୟରେ ସେ ଏକ ହାତୀ ଉପରେ ବସିଥିବାର ଦେଖିବାକୁ ମିଳିଛି । ଏଥିସହିତ ସେ ଏକ ଜିପ୍ ଯୋଗେ କାଜିରଙ୍ଗା ଜାତୀୟ ଉଦ୍ୟାନକୁ ମଧ୍ୟ କିଛି ଦୂର ଯାତ୍ରା କରିଥିଲେ…

ପୁଣି ବିବାଦରେ ଏଲଭିସ୍ ଯାଦବ, ଜଣଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ଏଲଭିସ୍ ଯାଦବ । ଜଣକୁ ମାଡ଼ ମାରିବା ସହ ହତ୍ୟା ଧମକ ଦେବା ଘଟଣାରେ ବିଗ୍‌ ବସ୍ ଓଟିଟି ୨ ବିଜେତା ଏଲଭିସ ଯାଦବଙ୍କ ବିରୋଧରେ ଗୁରୁଗ୍ରାମ ଥାନାରେ ମାମଲା ରୁଜୁ ହୋଇଛି । ଏଲଭିସ୍ ମାଡ ମାରିବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ଦମ୍ପତିଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଗିଡ଼ାପଦର ଗାଁରେ ମାଓବାଦୀଙ୍କ ଏହି ବର୍ବରତା ଦେଖିବାକୁ ମିଳିଛି । ମୃତ ଦମ୍ପତି ହେଉଛନ୍ତି ଡାହିରା କହଁର ଓ ବତସୀ…

ଓଡ଼ିଶା ଲଲିତ କଳା ଏକାଡ଼େମର ରାଜ୍ୟସ୍ତରୀୟ ମହିଳା ଚିତ୍ର ଶିଳ୍ପୀ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ଲଲିତ କଳା ଏକାଡ଼େମୀ , ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ସ୍ଥାନୀୟ ପାନ୍ଥନିବାସଠାରେ ଆୟୋଜିତ ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର…

ବଡଦେଉଳରୁ ଖସିଲା ପଥର, କାହାର କିଛି କ୍ଷତି ହୋଇନାହିଁ

ପୁରୀ: ଶ୍ରୀମନ୍ଦିରରୁ ଖସିପଡିଲା ପଥର । ଶ୍ରୀମନ୍ଦିରର ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ଶନିବାର ଭୋରରୁ ପଥର ଖସିପଡିଥିବା ଜଣାପଡିଛି । ASI ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା । ସେଠାରୁ ପଥର ଖସିଥିବା ନେଇ ଅନୁମାନ କରାଯାଉଛି ।…