ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ମୋଦି-ମୋଦି ସ୍ଲୋଗାନ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଚାଲିଛି । ଆଜି ଏହି ଯାତ୍ରା ଶାଜାପୁରରେ ପହଞ୍ଚିଥିଲା । ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଭାରତ ଯୋଡୋ ନ୍ୟାୟ ଯାତ୍ରା ଶାଜାପୁର ଦେଇ ଯାଉଥିବା ବେଳେ ରାହୁଲ ଗାନ୍ଧିଙ୍କ…