Latest Odisha News

BREAKING NEWS

ଖୋଲୁନି ଫେସବୁକ୍, ଅପଡେଟ୍ ଦେଖଉନି ଇନଷ୍ଟାଗ୍ରାମ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଆଜି ରାତି 9ଟାରୁ ଆପଣଙ୍କ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଆକସେସ୍ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ବିଫଳ ହେଉଛନ୍ତି ତେବେ ଆପଣ ଏକା ନୁହଁନ୍ତି। ଲକ୍ଷ ଲକ୍ଷ ଫେସବୁକ ୟୁଜର ଏହି ସମସ୍ୟାର ସାମ୍ନା କରୁଛନ୍ତି। ଏହିପରି ହେବା ସୂଚାଉଛି ଯେ ସୋସିଆଲ ମିଡିଆ ଆପର…

ୱାଗନରଙ୍କୁ ଅବସର ନେବା ପାଇଁ ପକାଯାଇଥିଲା ଚାପ

ଅକଲାଣ୍ଡ: ନ୍ୟୁଜିଲାଣ୍ଡର ପେସ ବୋଲର ନୀଲ ୱାଗନର ଗତ ସପ୍ତାହରେ ଅବସର ଘୋଷଣା କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଆରମ୍ଭ ହେବା ପୂର୍ବରୁ ୩୭ ବର୍ଷୀୟ ୱାଗନର ଅବସର ଘୋଷଣା କରିଥିଲେ । ସେ ସମୟରେ ତାଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ପୂର୍ବତନ ଅଧିନାୟକ ରସ ଟେଲର ତାଙ୍କ ଅବସର ନେଇ ଏକ…

ବିଜେଡିର ନାଗରିକ କୈନ୍ଦ୍ରିକ ୱେବସାଇଟ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନୂତନ ଭାବେ ପ୍ରସ୍ତୁତ ନାଗରିକ କୈନ୍ଦ୍ରିକ ୱେବସାଇଟ୍‌କୁ ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟରେ ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତି ବିକାଶ, ଆଦିବାସୀ କଲ୍ୟାଣ, ଯୁବ ଓ କ୍ରୀଡ଼ା,…

୧୯,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୋଦି

ଭୁବନେଶ୍ୱର: ପାଖେଇ ଆସିଲାଣି ନିର୍ବାଚନ। ସମସ୍ତ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର। ହେଲେ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ୧୯,୬୦୦ କୋଟିରୁ ଅଧିକ ଟଙ୍କାର ଉପହାର ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ମାନ୍ୟବର…

ମ୍ୟାଚ ବେଳେ ମୁଣ୍ଡରେ ଆଘାତ ଲାଗି ଚାଲିଗଲା ମହିଳା ଜୁଡୋକାଙ୍କ ଜୀବନ

କରାଚୀ: ପାକିସ୍ତାନରେ ଉଦୀୟମାନ ମହିଳା ଜୁଡୋକାଙ୍କ ମ୍ୟାଚ ଅବସରରେ ମୃତ୍ୟୁ ଘଟିଛି । ୨୦ ବର୍ଷୀୟ ଫିଜା ଶେର ଅଲୀ ୟୁଥ ଟ୍ୟାଲେଂଟ ହଂଟ ପ୍ରୋଗ୍ରାମରେ ଅଂଶଗ୍ରହଣ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଖାଇବାର ପଖତୁନଖାର ଏହି ଜୁଡୋକୋ ୪୪ କିଗ୍ରା ବିଭାଗରେ ଅଂଶଗ୍ରହଣ କରିଥିଲେ । ମ୍ୟାଚ ବେଳେ…

ପାକିସ୍ତାନୀ ବକ୍ସର ସାଥୀ ମହିଳା ଖେଳାଳିଙ୍କ ନିକଟରୁ କଲେ ଚୋରୀ

ଲାହୋର: ପାକିସ୍ତାନର ଜନୈକ ବକ୍ସର ଇଟାଲୀରେ ଏ ଭଳି ଏକ କାଣ୍ଡ ରଚିଛନ୍ତି ଯାହା ଦେଶର ମାନ ତଳେ ପକାଇଛି । ଜୋହେବ ରଶୀଦ ନାମକ ଏହି ବକ୍ସରଜଣଙ୍କ ତାଙ୍କ ମହିଳା ସାଥୀ ଖେଳାଳିଙ୍କ ପର୍ସରୁ ଅର୍ଥ ଚୋରୀ କରିଥିବା ଜଣାପଡିଛି । ପାକିସ୍ତାନ ଆମେଚର ବକ୍ସିଂ ମହାସଂଘ ଏ ସମ୍ପର୍କରେ ଖୁଲାସା କରିଛି ।…

ଡିକେ ଶିବ କୁମାରଙ୍କୁ ବଡ଼ ଆଶ୍ବସ୍ତି

ନୂଆଦିଲ୍ଲୀ:କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାରଙ୍କୁ ବଡ଼ ଆଶ୍ବସ୍ତି। ଆଜି ସୁପ୍ରିମକୋର୍ଟ ତାଙ୍କ ନାଁରେ ଥିବା ମନି ଲଣ୍ଡରିଂ ମାମଲାକୁ ରଦ୍ଦ କରି ଦେଇଛନ୍ତି। ଠିକ୍ ଲୋକସଭା ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟ ଏହି ନିଷ୍ପତି ନେଇଛନ୍ତି। ୨୦୧୮ରେ ଶିବକୁମାରଙ୍କ ନାଁରେ ମନି…

ରିଙ୍କୁ ଟି୨୦ ବିଶ୍ୱକପରେ ଭାରତୀୟ ଟିମର ସଦସ୍ୟ ରହିବା ସମ୍ଭାବନା ଉଜ୍ଜୀବୀତ

ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ୩-୧ରେ ଅଗ୍ରଣୀ ରହି ଭାରତ ଏହି ସିରିଜ ଆଗୁଆ ଜିତି ନେଇଛି । ତେବେ ଏହି ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆ ରିଙ୍କୁ ସିଂଙ୍କୁ ଡକାଇଛି । ଟି୨୦ ବିଶ୍ୱକପ ପୂର୍ବରୁ ହେବାକୁ ଥିବା ଫଟୋଶୁଟ ପାଇଁ ସେ…

କୋଭିଡ୍ ସଂକ୍ରମଣ ସମୟରେ ଜନ୍ମିତ ଶିଶୁଙ୍କ ପାଖରେ ରହିଛି ଅଧିକ ପରିମାଣର ଇମ୍ୟୁନିଟି ପାୱାର

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ସମୟରେ ଅନେକ ଲୋକଙ୍କ ଇମ୍ୟୁନିଟି ହ୍ରାସ ପାଇଥିବା ବେଳେ ଏହି ସମୟରେ ଜନ୍ମ ଗ୍ରହଣ କରିଥିବା ପିଲାଙ୍କ ପାଖରେ ରୋଗ ସହ ଲଢିବା ପାଇଁ ଅଧିକ ପରିମାଣର ରୋଗପ୍ରତୋରୋଧକ ଶକ୍ତି ଦେଖିବାକୁ ମିଳିଛି । ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଲକଡାଉନ ସମୟରେ ଜନ୍ମ…

୫ ଲକ୍ଷ ଦେଲେ ୨୦ ଲକ୍ଷ ମିଳିବ କହି ବାଲି ବାକ୍ସ ଧରାଇ ଦେଲା ଠକ

ଭଦ୍ରକ: ୫ଲକ୍ଷ ଟଙ୍କା ନେଇ ପଇସା ବାକ୍ସ ବଦଳରେ ବାଲି ଓ ଗୋଡ଼ି ଥିବା ବାକ୍ସ ଧରାଇ ଦେଲା ଠକ। ଏପରି ଲୋଭନୀୟ ଅଫର ଦେଖାଇ ଜଣେ ବ୍ୟକ୍ତିଙ୍କୁ ଚୁନ ମାରିଦେଲା ଠକ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଏହି ଘଟଣାରେ ୨ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁସାରେ, ଗତ ଫେବ୍ରୁଆରୀ…