Latest Odisha News

BREAKING NEWS

କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଦୀଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ସମୀକ୍ଷା । ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ ଯାଏଁ ମୁତୟନ ହେବେ ୧୫ ପ୍ଲାଟୁନ…

ରାମେଶ୍ଵରମ୍ କେଫ୍ ବିସ୍ଫୋରଣ, ଏନଆଇଏକୁ ଦିଆଗଲା ତଦନ୍ତ ଭାର

ଚେନ୍ନାଇ; ବେଙ୍ଗାଲୁରୁରେ ଥିବା ରମେଶ୍ୱରମ୍ କାଫେ ବିସ୍ଫୋରଣର ତଦନ୍ତ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କୁ ହସ୍ତାନ୍ତର କରାଯାଇଛି। ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲା ଏନଆଇଏ ତଦନ୍ତ କରିବ ବୋଲି ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଯିଏ ଏହି ମାମଲାରେ ଦୋଷୀ, ତାଙ୍କୁ ଧରି କୋର୍ଟରେ…

ବିଡିଏ ଆରମ୍ଭ କଲା ସବ୍ ପ୍ଲଟ୍ ରେଗୁଲାରାଇଜେସନ୍ ସେଲ୍

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଜିଲ୍ଲା ସବ୍ ରେଜିଷ୍ଟ୍ରାର, ଭୁବନେଶ୍ୱର, ଖଣ୍ଡଗିରି, ବାଲିଅନ୍ତା ଓ ଜଟଣୀ କାର୍ଯ୍ୟାଳୟରେ ୪ଟି ସବ୍ ପ୍ଲଟ୍ ନିୟମିତୀକରଣ ଓ ପ୍ରସ୍ତାବିତ ଲେଆଉଟ୍ ପ୍ଲାନ୍ ଅନୁମୋଦନ ସୁବିଧା ସେଲ୍ ପ୍ରତିଷ୍ଠା…

ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୫ରୁ ଖାତାଦେଖା

ଭୁବନେଶ୍ଵର: ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଗତ ଫେବୃଆରୀ ୨୦ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି । ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ଆସନ୍ତା ୧୫ରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମାଟ୍ରିକ ବୋର୍ଡ…

ମହାରାଷ୍ଟ୍ରରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଓଡ଼ିଶାର ଦୁଇ ବ୍ୟକ୍ତି ଗରିଫ

ଥାନେ: ମହାରାଷ୍ଟ୍ରରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଓଡ଼ିଶାର ଦୁଇ ବ୍ୟକ୍ତି। ସେମାନଙ୍କ ନିକଟରୁ ୧୬.୬୮ ଲକ୍ଷ ଟଙ୍କା ମୂଲ୍ୟର ୩୭.୩୯ କିଲୋଗ୍ରାମ ଗଞ୍ଜେଇ ଜବତ କଲା ଥାନେ ପୋଲିସ। ଏନେଇ ଥାନା ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ସୂଚନା ମୁତାବକ ଭିୱଣ୍ଡି ଅଞ୍ଚଳର ଅଞ୍ଜୁରଫାଟ-ଭସାଇ…

ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀଙ୍କ ନାଁ ରେ ହତ୍ୟା ଉଦ୍ୟମ ମାମଲା ରୁଜୁ

ସୁବର୍ଣ୍ଣପୁର: ଦୀର୍ଘ ଦୁଇବର୍ଷ ତଳେ ସରକାରଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଧୀନ ଗୁହୁରିଆଘାଟ ଗ୍ରାମରେ ଏକ ନାଟକ ମଣ୍ଡପ ପାଇଁ ଅର୍ଥ ଦିଆଯାଇଥିଲା l ଯଦିଓ କାର୍ଯ୍ୟାଦେଶ କନିଷ୍ଠ ଯନ୍ତ୍ରୀ ଭ୍ରମରବର ବାଘଙ୍କ ନାମରେ ଥିଲା, ତେବେ ଗ୍ରାମବାସୀ ସମସ୍ତେ କମିଟି କରି କାମଟିକୁ ତିନି…

କାମ ଦେଲାନି ମହାମେଣ୍ଟ: ଜିତିଲା ବିଜେପି, ହାରିଲା ଆପ୍

ଚଣ୍ଡିଗଡ଼: ଚଣ୍ଡିଗଡ଼ର  ଡେପୁଟି ମେୟର ନିର୍ବାଚନରେ ଆପ୍-କଂଗ୍ରେସର ମହାମେଣ୍ଡକୁ ବଡ଼ ଝଟକା । ସିନିୟର ଡେପୁଟି ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ବିଜେପରି କୁଲଜିତ ସଂନ୍ଧୁ ୧୯ଟି ଭୋଟ ପାଇଛନ୍ତି । ସେପଟେ କଂଗ୍ରେସ-ଆପ ମହାମେଣ୍ଟ ତରଫରୁ ପ୍ରାର୍ଥୀ…

ବଜେଟରେ କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା; ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ:  ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ୧୮ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ୧୦୦୦ ଟଙ୍କା ପ୍ରଦାନ କରିବେ। ପ୍ରତି ମାସରେ ଏହି ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ  ୨୦୦୦ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ଦିଲ୍ଲୀ…

ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ ଏବଂ ରାଜୁ ଦାସ

ଭୁବନେଶ୍ଵର: ସବୁ ଚର୍ଚ୍ଚାର ଅନ୍ତ ଘଟାଇଲେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ପଦ୍ମ ଧରିଲେ ରାଜୁ ଦାସ । ତାଙ୍କ ସହ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଆସି ବିଜେପି ଦଳୀୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ଓ ଅନ୍ୟ…

ଜମିରେ ହଳ କରୁ କରୁ ଅଚାନକ ବାହାରିଲା କ୍ଷୀର ଓ ରକ୍ତ, ରହସ୍ୟମୟ ମହାଦେବଙ୍କ ଏହି ମନ୍ଦିର

ଲକ୍ଷ୍ନୌ: କାହିଁ କେତେ ରହସ୍ୟରେ ଘେରା ଆମ ଦେଶ ଭାରତ । ଆମ ଦେଶରେ ରହିଛି ଅନେକ ଛୋଟ ବଡ ମନ୍ଦିର । ଆଉ ସେହି ମନ୍ଦିରରେ ଲୁଚି ରହିଛି ଅନେକ ରହସ୍ୟ । ସେହିପରି ଉତ୍ତରପ୍ରଦେଶର ଜନପଦ ରାମପୁର ଜିଲ୍ଲାରେ ରହିଛି ଅନେକ ଛୋଟବଡ ମନ୍ଦିର । କିନ୍ତୁ ଏଠାରେ ଏପରି ଏକ ଶୈବ ପୀଠ ରହିଛି ଯେଉଁଠାରେ ପୂଜା…