ନବୀନ କଣ୍ଟାବାଞ୍ଜିର ପ୍ରାର୍ଥୀ, ତୁଟିବ କି ଲୋକଙ୍କ ଦୀର୍ଘ ବର୍ଷର ସମସ୍ୟା?
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ବୋଲି ଘୋଷଣା ପରେ ଜନସାଧାରଣ ଓ ବିଜେଡି ସଦସ୍ୟଙ୍କ ମଧ୍ୟରେ ଅନେକ ଆଶା ଦେଖାଦେଇଛି।
କଣ୍ଟାବାଞ୍ଜିରେ ଅନେକ ସମସ୍ୟା ରହିଛି, ଯାହାର ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି।…