ପ୍ରଥମ ଭାଲେଣ୍ଟାଇନରେ ଗୌରୀଙ୍କୁ କଣ ଦେଇଥିଲେ କିଙ୍ଗ୍ ଖାନ୍, ଜାଣନ୍ତୁ କଣ କହିଥିଲେ ଶାହାରୁଖ୍
ଭୁବନେଶ୍ଵର: ଅଭିନେତା ଶାହରୁଖ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବଲିଉଡର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଶାହାରୁଖ ଏବଂ ଗୌରୀ ଖାନ୍ ଙ୍କ କାହାଣୀ ଅତ୍ୟନ୍ତ ରୋଚକ । ୧୯୯୧ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ…