କାରକୁ ଧକ୍କା ଦେଲା ‘ମୋ ବସ୍’, ତାତିଗଲେ ଲୋକେ
ଭୁବନେଶ୍ୱର:କାରକୁ 'ଧକ୍କା ଦେଲା ମୋ ବସ୍'। ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳେ କଟକ ବାରଙ୍ଗଠାରେ ଘଟିଥିଲା ଏହି ଦୁର୍ଘଟଣା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ସଂପୃକ୍ତ ମୋ ବସକୁ ଧକ୍କା ଦେବା ପରେ ଅଟକ ରଖିଛନ୍ତି।
ଓଡି ୩୩ଭି…