ଅଷ୍ଟ୍ରେଲିଆନ ଓପନ ଟେନିସ: ଦ୍ୱିତୀୟ ରାଉଣ୍ଡରେ ସୁମିତ
ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ସୁମିତ ନାଗଲ ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ସେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ରାଉଣ୍ଡ ମୁକାବିଲାରେ ସୁମିତ ୩୧ତମ ର୍ୟାଙ୍କିଙ୍ଗ ପ୍ରାପ୍ତ ଆଲେକଜାଣ୍ଡର ବାବଲିକଙ୍କୁ ୬-୪,…