୧୨ ଜଣଙ୍କ ଉପରେ ମାଡିଗଲା କାର, ୩ ଜଣଙ୍କର ମୃତ୍ୟୁ
ରାଞ୍ଚି: ଝାଡ଼ଖଣ୍ଡ ପାଲାମୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ୧୨ ଜଣଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏପରି ଘଟଣା ଘଟିଛି ଝାଡ଼ଖଣ୍ଡର ଚେନପୁର ଥାନା ଅଞ୍ଚଳର ବାରାଓରେ । ପୋଲିସ…